Author: Nirnay TV

Odisha Govt Announces ₹11,500 Crore Interest-Free Crop Loan for Kharif 2026 Farmers

ଚାଷୀମାନଙ୍କ ଆର୍ଥିକ ବିକାଶକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ୨୦୨୬ ଖରିଫ ଋତୁରେ ରାଜ୍ୟର କୃଷକମାନଙ୍କୁ ବିନା ସୁଧରେ ୧୧,୫୦୦ କୋଟି ଟଙ୍କାର ଫସଲ ଋଣ ଯୋଗାଇ ଦିଆଯିବ।