ମଙ୍ଗଳବାର, 20 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ?
ଭାରତ

ସରକାରଙ୍କ କଡ଼ା ନିୟମ, ଖୋଲା ମିଠାରେ ‘Use by Date’ ପ୍ରଦର୍ଶନ ବାଧ୍ୟତାମୂଳକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ (FSDA) ବିଭାଗ ପକ୍ଷରୁ ରାଜ୍ୟରେ ବିକ୍ରି ହେଉଥିବା ସମସ୍ତ ମିଠା ଉପରେ ‘Use by Date’ (ବ୍ୟବହାର କରିବାର ଶେଷ ତାରିଖ) ପ୍ରଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି। ଆଗାମୀ ଅକ୍ଟୋବର ୧୫ ତାରିଖରୁ ଏହି ନିୟମ କାର୍କ୍ୟକାରୀ ହେବ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ୟାକେଟବନ୍ଦୀ ମିଠା କ୍ଷେତ୍ରରେ ମହନଦୀ ବା ଏକ୍ସପାଏରୀ ତାରିଖ ଲେଖିବା ନିୟମ ପୂର୍ବରୁ ଥିଲେ ମଧ୍ୟ ଖୋଲା ମିଠା କ୍ଷେତ୍ରରେ କୌଣସି ସ୍ପଷ୍ଟ ବାଧ୍ୟତାମୂଳକ ବ୍ୟବସ୍ଥା ନଥିଲା। ଫଳରେ ଗ୍ରାହକମାନେ ମିଠାର ପ୍ରକୃତ ତିଆରି ତାରିଖ ଏବଂ ତାହାର ସତେଜତା ବିଷୟରେ ସଠିକ୍ ସୂଚନା ପାଇପାରୁନଥିଲେ।

ମିଠାର ପ୍ରକୃତି ଏବଂ ପ୍ରକାରଭେଦ ଅନୁଯାୟୀ ଏହାର ସେଲ୍ଫ ଲାଇଫ୍ ୧ ଦିନରୁ ଆରମ୍ଭ କରି ୩୦ ଦିନ ପର୍ଯ୍ୟନ୍ତ ହୋଇଥାଏ। ତେଣୁ ଗ୍ରାହକଙ୍କ ସ୍ୱାସ୍ଥ୍ୟ ଏବଂ ସଚେତନତାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଆୟୁକ୍ତ ଡ. ରୋଶନ ଜାକବ ଏହି ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏହା ବ୍ୟତୀତ FSDA ପକ୍ଷରୁ କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ଗୁଡ଼ିକରେ ‘ଇଥିଲିନ୍ ଗ୍ଲାଇକଲ୍’ ଏବଂ ‘ଡାଇଥିଲିନ୍ ଗ୍ଲାଇକଲ୍’ର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି।

ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ କିଛି ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର ପାଶ୍ଚୁରାଇଜେସନ୍ ଏବଂ ରେଫ୍ରିଜେରେସନ୍ ସମୟରେ କୁଲ୍‌ଣ୍ଡ ଭାବେ ଏହି ବିଷାକ୍ତ କେମିକାଲ୍ ବ୍ୟବହାର କରୁଥିଲେ, ଯାହାକି ଲିକ୍ ହେଲେ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ୍ ବିପଜ୍ଜନକ ଅଟେ। ଏହାର ବିକଳ୍ପ ଭାବେ ‘ପ୍ରୋପିଲିନ୍ ଗ୍ଲାଇକଲ୍’ ବ୍ୟବହାର କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)