ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜେରିଆରେ ଘଟିଛି ଏକ ଭୟଙ୍କର ବିମାନ ଦୁର୍ଘଟଣା। ବାୟୁସେନାର ଏକ ଯାତ୍ରୀବାହୀ ବିମାନ କ୍ରାସ୍ ହେବା ଫଳରେ ବାୟୁସେନା ମୁଖ୍ୟଙ୍କ ସମେତ ବିମାନରେ ଥିବା ସମସ୍ତ ୩୨ ଜଣଙ୍କର କରୁଣ ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ଘଟଣା ପରେ ରାଷ୍ଟ୍ରପତି ବୋଲା ଟିନୁବୁ ସମଗ୍ର ଦେଶରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,ବାୟୁସେନାର ATR-୪୨ ମଡେଲର ଏହି ବିମାନଟି ୨୫ ଜଣ ଯାତ୍ରୀ ଏବଂ ୭ ଜଣ […]
କୌଣସି ଭିଡିଓ ବର୍ତ୍ତମାନ ଉପଲବ୍ଧ ନାହିଁ।