ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ବିଦେଶ

୭୪ ବର୍ଷ ପରେ ବଡ଼ ସଫଳତା: ୨୦୨୭ ପାଇଁ IMF ଏବଂ ବିଶ୍ୱବ୍ୟାଙ୍କ ବୋର୍ଡର ଅଧ୍ୟକ୍ଷ ଭାବେ ମନୋନୀତ ହେଲା ପାକିସ୍ତାନ

ଇସଲାମାବାଦ: ୧୯୫୩ ମସିହା ପରେ ପ୍ରଥମଥର ପାଇଁ ପାକିସ୍ତାନକୁ ଏକ ବଡ଼ ଆନ୍ତର୍ଜାତୀୟ କୂଟନୈତିକ ସଫଳତା ମିଳିଛି। ବାଂକକ୍‌ରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ୱବ୍ୟାଙ୍କ ଗ୍ରୁପ୍ ର ବାର୍ଷିକ ବୈଠକ ଅବସରରେ ପାକିସ୍ତାନକୁ ୨୦୨୭ ବର୍ଷ ପାଇଁ ବୋର୍ଡ ଅଫ୍ ଗଭର୍ନର୍ସର ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି।

ପାକିସ୍ତାନର ଅର୍ଥନୈତିକ ବ୍ୟାପାର ମନ୍ତ୍ରୀ ତଥା ବିଶ୍ୱବ୍ୟାଙ୍କରେ ଦେଶର ଗଭର୍ନର ଥିବା ଅହଦ ଖାନ ଚୀମା ୨୦୨୭ ପାଇଁ ଏହି ଦାୟିତ୍ୱ ଗ୍ରହଣ କରିବେ। ଏହି ନିଯୁକ୍ତି ପାକିସ୍ତାନକୁ ବିଶ୍ୱର ପ୍ରମୁଖ ଅର୍ଥନୈତିକ ନୀତିନିର୍ଦ୍ଧାରକ, କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନର ଏବଂ ବିତ୍ତମନ୍ତ୍ରୀମାନଙ୍କ ଆଲୋଚନାର କେନ୍ଦ୍ରବିନ୍ଦୁରେ ପହଞ୍ଚାଇଛି। ପାକିସ୍ତାନ ସରକାର ଏହାକୁ ଏକ ‘ଐତିହାସିକ ମାଇଲଖୁଣ୍ଟ’ ବୋଲି ବର୍ଣ୍ଣନା କରିଛନ୍ତି।

ବିଶ୍ଳେଷକଙ୍କ ମତରେ, ଏହି ଅଧ୍ୟକ୍ଷତା ପଦବୀ ମୁଖ୍ୟତଃ କୂଟନୈତିକ ଏବଂ ପ୍ରଣାଳୀଗତ ଅଟେ, ଯାହାଦ୍ୱାରାୠଣ ବଣ୍ଟନ କିମ୍ବା ନୀତିଗତ ଅନୁମୋଦନ ଉପରେ କୌଣସି ପ୍ରତ୍ୟକ୍ଷ ଅଧିକାର ମିଳି ନଥାଏ। ତଥାପି, ଗଭୀର ଆର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଏବଂ ଅନ୍ତର୍ଜାତୀୟ ଆର୍ଥବ ସହାୟତା ଉପରେ ନିର୍ଭର କରୁଥିବା ପାକିସ୍ତାନ ପାଇଁ ଏହା ଏକ ପ୍ରମୁଖ ପ୍ରତିଷ୍ଠାଜନକ ସଫଳତା ଅଟେ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)