ରବିବାର, 2 ଅଗଷ୍ଟ 2026
English
ଲାଇଭ୍ ଅପଡେଟ୍ସ
04:16 PM ଅବସର ପରେ ବିସିସିଆଇରୁ ମାସିକ ପେନସନ୍ ପାଇବେ ଅଜିଙ୍କ୍ୟ ରାହାଣେ | 04:15 PM ନିଟ୍-ପିଜି ୨୦୨୬ ପାଇଁ ବହୁସ୍ତରୀୟ ସୁରକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ସୁବିଧା | 04:15 PM ଇଣ୍ଡୋନେସିଆରେ ୨୭୧ ଜଣଙ୍କୁ ନେଇଯାଉଥିବା ଜାହାଜରେ ନିଆଁ, ୫ ମୃତ ଓ ୪୧ ନିଖୋଜ | 04:15 PM ଗୋରଖପୁରରେ ୯ ବର୍ଷର ଶିଶୁ ହତ୍ୟା ଅଭିଯୋଗ, ୯ ଜଣଙ୍କ ବିରୋଧରେ ମାମଲା | 04:16 PM ଅବସର ପରେ ବିସିସିଆଇରୁ ମାସିକ ପେନସନ୍ ପାଇବେ ଅଜିଙ୍କ୍ୟ ରାହାଣେ | 04:15 PM ନିଟ୍-ପିଜି ୨୦୨୬ ପାଇଁ ବହୁସ୍ତରୀୟ ସୁରକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ସୁବିଧା | 04:15 PM ଇଣ୍ଡୋନେସିଆରେ ୨୭୧ ଜଣଙ୍କୁ ନେଇଯାଉଥିବା ଜାହାଜରେ ନିଆଁ, ୫ ମୃତ ଓ ୪୧ ନିଖୋଜ | 04:15 PM ଗୋରଖପୁରରେ ୯ ବର୍ଷର ଶିଶୁ ହତ୍ୟା ଅଭିଯୋଗ, ୯ ଜଣଙ୍କ ବିରୋଧରେ ମାମଲା | 04:16 PM ଅବସର ପରେ ବିସିସିଆଇରୁ ମାସିକ ପେନସନ୍ ପାଇବେ ଅଜିଙ୍କ୍ୟ ରାହାଣେ | 04:15 PM ନିଟ୍-ପିଜି ୨୦୨୬ ପାଇଁ ବହୁସ୍ତରୀୟ ସୁରକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ସୁବିଧା | 04:15 PM ଇଣ୍ଡୋନେସିଆରେ ୨୭୧ ଜଣଙ୍କୁ ନେଇଯାଉଥିବା ଜାହାଜରେ ନିଆଁ, ୫ ମୃତ ଓ ୪୧ ନିଖୋଜ | 04:15 PM ଗୋରଖପୁରରେ ୯ ବର୍ଷର ଶିଶୁ ହତ୍ୟା ଅଭିଯୋଗ, ୯ ଜଣଙ୍କ ବିରୋଧରେ ମାମଲା
ଓଡ଼ିଶା

ଅଗଷ୍ଟ ୪ରେ ତପ୍ତପାଣି ଯିବେ ରାଷ୍ଟ୍ରପତି ମୁର୍ମୁ, ଗଞ୍ଜାମରେ ଜୋରଦାର ପ୍ରସ୍ତୁତି

ବ୍ରହ୍ମପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୪ରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ତପ୍ତପାଣି ଉଷ୍ଣପ୍ରସ୍ରବଣ ଏବଂ ମା’ କନ୍ଧୁଣୀ ଦେବୀଙ୍କ ପୀଠ ଦର୍ଶନ କରିବେ। ପାନ୍ଥନିବାସରେ ମଧ୍ୟାହ୍ନ ଭୋଜନ ପରେ ସେ ବ୍ରହ୍ମପୁର ଫେରିବେ।

ଗସ୍ତକୁ ଦୃଷ୍ଟିରେ ରଖି ମନ୍ଦିର ପରିସର ସଫେଇ, ରାସ୍ତା ମରାମତି ଓ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯାଇଛି। ଜିଲ୍ଲାପାଳ, ଏସ୍‌ପି ଓ ବିଭିନ୍ନ ବିଭାଗର ଅଧିକାରୀମାନେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି।


ସୂତ୍ର: ମୂଳ ରିପୋର୍ଟ

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)