ଗୁରୁବାର, 10 ସେପ୍ଟେମ୍ବର 2026
English
ଲାଇଭ୍ ଅପଡେଟ୍ସ
06:10 PM ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ଅଟକ | 06:10 PM ଖରିଫ ଧାନ ପଞ୍ଜୀକରଣର ଜଟିଳ ନିୟମ, ଭାଗଚାଷୀଙ୍କ ପାଇଁ ବଢ଼ିଲା ସମସ୍ୟା | 06:10 PM ବଙ୍ଗୋପସାଗରରେ ନୂଆ ଲଘୁଚାପ, ଓଡ଼ିଶାରେ ପାଞ୍ଚଦିନ ପ୍ରବଳ ବର୍ଷା ଆଶଙ୍କା | 06:10 PM ସ୍ମାର୍ଟ କ୍ଲାସରୁମରେ ତାଲା, ମୋହନାରେ ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ | 06:10 PM ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ଅଟକ | 06:10 PM ଖରିଫ ଧାନ ପଞ୍ଜୀକରଣର ଜଟିଳ ନିୟମ, ଭାଗଚାଷୀଙ୍କ ପାଇଁ ବଢ଼ିଲା ସମସ୍ୟା | 06:10 PM ବଙ୍ଗୋପସାଗରରେ ନୂଆ ଲଘୁଚାପ, ଓଡ଼ିଶାରେ ପାଞ୍ଚଦିନ ପ୍ରବଳ ବର୍ଷା ଆଶଙ୍କା | 06:10 PM ସ୍ମାର୍ଟ କ୍ଲାସରୁମରେ ତାଲା, ମୋହନାରେ ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ | 06:10 PM ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ଅଟକ | 06:10 PM ଖରିଫ ଧାନ ପଞ୍ଜୀକରଣର ଜଟିଳ ନିୟମ, ଭାଗଚାଷୀଙ୍କ ପାଇଁ ବଢ଼ିଲା ସମସ୍ୟା | 06:10 PM ବଙ୍ଗୋପସାଗରରେ ନୂଆ ଲଘୁଚାପ, ଓଡ଼ିଶାରେ ପାଞ୍ଚଦିନ ପ୍ରବଳ ବର୍ଷା ଆଶଙ୍କା | 06:10 PM ସ୍ମାର୍ଟ କ୍ଲାସରୁମରେ ତାଲା, ମୋହନାରେ ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ
ରାଜନୀତି

ବିଜେଡିକୁ ଝଟ୍‌କା: ବିଜେପିରେ ଯୋଗ ଦେଇପାରନ୍ତି ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ସମର୍ଥକଙ୍କ ସହ ଆଲୋଚନା ଓ ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମ ଏହି ସମ୍ଭାବନାକୁ ବଢ଼ାଇଛି।

ତେବେ ଯୋଗଦାନ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହେବା ପର୍ଯ୍ୟନ୍ତ ଏହାକୁ ରାଜନୈତିକ ଚର୍ଚ୍ଚା ଭାବେ ଦେଖାଯାଉଛି। ପ୍ରଭାତଙ୍କ ପରବର୍ତ୍ତୀ ପଦକ୍ଷେପ କଟକ ରାଜନୀତି ଓ ବିଜେଡିର ସ୍ଥାନୀୟ ସଂଗଠନ ଉପରେ ପ୍ରଭାବ ପକାଇପାରେ ବୋଲି ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)