ଗୁରୁବାର, 10 ସେପ୍ଟେମ୍ବର 2026
English
ଲାଇଭ୍ ଅପଡେଟ୍ସ
06:10 PM ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ଅଟକ | 06:10 PM ଖରିଫ ଧାନ ପଞ୍ଜୀକରଣର ଜଟିଳ ନିୟମ, ଭାଗଚାଷୀଙ୍କ ପାଇଁ ବଢ଼ିଲା ସମସ୍ୟା | 06:10 PM ବଙ୍ଗୋପସାଗରରେ ନୂଆ ଲଘୁଚାପ, ଓଡ଼ିଶାରେ ପାଞ୍ଚଦିନ ପ୍ରବଳ ବର୍ଷା ଆଶଙ୍କା | 06:10 PM ସ୍ମାର୍ଟ କ୍ଲାସରୁମରେ ତାଲା, ମୋହନାରେ ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ | 06:10 PM ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ଅଟକ | 06:10 PM ଖରିଫ ଧାନ ପଞ୍ଜୀକରଣର ଜଟିଳ ନିୟମ, ଭାଗଚାଷୀଙ୍କ ପାଇଁ ବଢ଼ିଲା ସମସ୍ୟା | 06:10 PM ବଙ୍ଗୋପସାଗରରେ ନୂଆ ଲଘୁଚାପ, ଓଡ଼ିଶାରେ ପାଞ୍ଚଦିନ ପ୍ରବଳ ବର୍ଷା ଆଶଙ୍କା | 06:10 PM ସ୍ମାର୍ଟ କ୍ଲାସରୁମରେ ତାଲା, ମୋହନାରେ ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ | 06:10 PM ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ଅଟକ | 06:10 PM ଖରିଫ ଧାନ ପଞ୍ଜୀକରଣର ଜଟିଳ ନିୟମ, ଭାଗଚାଷୀଙ୍କ ପାଇଁ ବଢ଼ିଲା ସମସ୍ୟା | 06:10 PM ବଙ୍ଗୋପସାଗରରେ ନୂଆ ଲଘୁଚାପ, ଓଡ଼ିଶାରେ ପାଞ୍ଚଦିନ ପ୍ରବଳ ବର୍ଷା ଆଶଙ୍କା | 06:10 PM ସ୍ମାର୍ଟ କ୍ଲାସରୁମରେ ତାଲା, ମୋହନାରେ ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ
ଦୁର୍ଘଟଣା

ପୁଣେରେ ଅଳିଆ ଗଦା ଧସି ୯ ମୃତ, ୧୪ ଜଣଙ୍କୁ କରାଗଲା ଉଦ୍ଧାର

ପୁଣେ: ମୋଶି ଅଞ୍ଚଳରେ ଏକ ବିଶାଳ ଅଳିଆ ଗଦା ଧସିପଡ଼ିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଘଟଣା ପରେ ଅଗ୍ନିଶମ ବାହିନୀ, ପୋଲିସ୍ ଓ ବିପର୍ଯ୍ୟୟ ପ୍ରତିକ୍ରିୟା ଦଳ ଭାରୀ ଯନ୍ତ୍ରପାତି ସହ ଖୋଜାଖୋଜି ଆରମ୍ଭ କରିଥିଲେ।

ଦୀର୍ଘ ସମୟର ଉଦ୍ଧାର ଅଭିଯାନ ପରେ ତଳେ ଚାପି ହୋଇଥିବା ଲୋକଙ୍କୁ ବାହାର କରାଯାଇଥିଲା। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ଓ ଅଳିଆ ପରିଚାଳନା ସ୍ଥଳର ସୁରକ୍ଷା ବ୍ୟବସ୍ଥା ନେଇ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)