ଗୁରୁବାର, 10 ସେପ୍ଟେମ୍ବର 2026
English
ଲାଇଭ୍ ଅପଡେଟ୍ସ
06:10 PM ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ଅଟକ | 06:10 PM ଖରିଫ ଧାନ ପଞ୍ଜୀକରଣର ଜଟିଳ ନିୟମ, ଭାଗଚାଷୀଙ୍କ ପାଇଁ ବଢ଼ିଲା ସମସ୍ୟା | 06:10 PM ବଙ୍ଗୋପସାଗରରେ ନୂଆ ଲଘୁଚାପ, ଓଡ଼ିଶାରେ ପାଞ୍ଚଦିନ ପ୍ରବଳ ବର୍ଷା ଆଶଙ୍କା | 06:10 PM ସ୍ମାର୍ଟ କ୍ଲାସରୁମରେ ତାଲା, ମୋହନାରେ ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ | 06:10 PM ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ଅଟକ | 06:10 PM ଖରିଫ ଧାନ ପଞ୍ଜୀକରଣର ଜଟିଳ ନିୟମ, ଭାଗଚାଷୀଙ୍କ ପାଇଁ ବଢ଼ିଲା ସମସ୍ୟା | 06:10 PM ବଙ୍ଗୋପସାଗରରେ ନୂଆ ଲଘୁଚାପ, ଓଡ଼ିଶାରେ ପାଞ୍ଚଦିନ ପ୍ରବଳ ବର୍ଷା ଆଶଙ୍କା | 06:10 PM ସ୍ମାର୍ଟ କ୍ଲାସରୁମରେ ତାଲା, ମୋହନାରେ ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ | 06:10 PM ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ଅଟକ | 06:10 PM ଖରିଫ ଧାନ ପଞ୍ଜୀକରଣର ଜଟିଳ ନିୟମ, ଭାଗଚାଷୀଙ୍କ ପାଇଁ ବଢ଼ିଲା ସମସ୍ୟା | 06:10 PM ବଙ୍ଗୋପସାଗରରେ ନୂଆ ଲଘୁଚାପ, ଓଡ଼ିଶାରେ ପାଞ୍ଚଦିନ ପ୍ରବଳ ବର୍ଷା ଆଶଙ୍କା | 06:10 PM ସ୍ମାର୍ଟ କ୍ଲାସରୁମରେ ତାଲା, ମୋହନାରେ ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ
ବୈଷୟିକ

WhatsApp ୟୁଜରନେମ୍ ଫିଚର: କେନ୍ଦ୍ରକୁ ଜବାବ ଦେଲା Meta

ନୂଆଦିଲ୍ଲୀ: WhatsAppର ପ୍ରସ୍ତାବିତ ୟୁଜରନେମ୍ ସୁବିଧାକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରଶ୍ନର ଜବାବ ଦେଇଛି Meta। ଫୋନ୍ ନମ୍ବର ସେୟାର୍ ନକରି ୟୁଜରନେମ୍‌ରେ ସମ୍ପର୍କ କରିବା ସୁବିଧା ଦ୍ୱାରା ଅନଲାଇନ୍ ଠକେଇ ଓ ନକଲି ପରିଚୟ ବଢ଼ିପାରେ ବୋଲି ଚିନ୍ତା ପ୍ରକାଶ ପାଇଥିଲା।

କମ୍ପାନୀ କହିଛି ଯେ ଫିଚରଟି ଏପର୍ଯ୍ୟନ୍ତ ସାଧାରଣ ବ୍ୟବହାରକାରୀଙ୍କ ପାଇଁ ଲାଇଭ୍ ହୋଇନାହିଁ। ହାଇ-ପ୍ରୋଫାଇଲ୍ ନାମ ସଂରକ୍ଷଣ, ନକଲି ଖାତା ଚିହ୍ନଟ ଓ ଅନ୍ୟ ସୁରକ୍ଷା ସ୍ତର ରହିବ। ୟୁଜରନେମ୍ ଥିଲେ ମଧ୍ୟ ଖାତା ଖୋଲିବାକୁ ମୋବାଇଲ୍ ନମ୍ବର ଆବଶ୍ୟକ ରହିବ।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)