ମଙ୍ଗଳବାର, 20 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ?
କ୍ରୀଡ଼ା

୨୦୨୭ ଦିନିକିଆ ବିଶ୍ୱକପ୍: ଗୋଟିଏ ଗ୍ରୁପ୍‌ରେ ଭାରତ ଓ ପାକିସ୍ତାନ, ସାମିଲ୍ ରହିଛି ଚାମ୍ପିୟନ୍ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଆସନ୍ତା ବର୍ଷ (୨୦୨୭) ଅନୁଷ୍ଠିତ ହେବାକୁ ଥିବା ICC ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଗ୍ରୁପ୍ ବିଭାଜନ ଘୋଷଣା କରାଯାଇଛି। କେପଟାଉନ୍‌ରେ ଆୟୋଜିତ ଏକ ଭବ୍ଯ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଏହି କାର୍ଯ୍ୟସୂଚୀ ଓ ଗ୍ରୁପ୍ ତାଲିକା ପ୍ରକାଶ କରିଛି। ଚର୍ଚ୍ଚିତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନକୁ ଗ୍ରୁପ୍-ଏ ରେ ରଖାଯାଇଥିବା ବେଳେ ଏଥିରେ ଗ୍ରୁପ୍ ରଫ୍ ସାଥିରେ ରହିଛି ଗତବାରର ଚାମ୍ପିୟନ୍ ଅଷ୍ଟ୍ରେଲିଆ।

୧୪ଟି ଦଳକୁ ନେଇ ଗଠିତ ଏହି ମାର୍କି ଟୁର୍ଣ୍ଣାମେଣ୍ଟର ଗ୍ରୁପ୍-ଏ ରେ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ସହ-ଆୟୋଜକ ଜିମ୍ବାୱେ ଏବଂ କ୍ୱାଲିଫାୟର୍-ଏ ଦଳ ସାମିଲ ଅଛନ୍ତି। ସେହିପରି ଗ୍ରୁପ୍-ବି ରେ ସହ-ଆୟୋଜକ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ,ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଏବଂ କ୍ୱାଲିଫାୟର୍-ବି ସ୍ଥାନ ପାଇଛନ୍ତି। ବର୍ତ୍ତମାନର ଏକନମ୍ବର ଦିନିକିଆ ଦଳ ଭାରତର ନେତୃତ୍ୱ ଶୁଭମନ୍ ଗିଲ୍ ପ୍ରଥମଥର ପାଇଁ କ୍ୟାପ୍ଟେନ୍ ଭାବେ ଏହି ମେଗା ଇଭେଣ୍ଟରେ ସମ୍ଭାଳିବେ।

୨୪ ବର୍ଷର ବ୍ୟବଧାନ ପରେ ଆଫ୍ରିକା ମାଟିକୁ ଫେରୁଥିବା ଏହି ବିଶ୍ୱକପ୍ ୨୦୨୭ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨୧ ତାରିଖରେ ଫାଇନାଲ୍ ମ୍ୟାଚ୍ ସହିତ ଶେଷ ହେବ। ଏହାକୁ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆ ମିଳିତ ଭାବେ ଆୟୋଜନ କରୁଥିବାବେଳେ ୧୨ଟି ଭେନ୍ୟୁରେ ସମୁଦାୟ ୫୭ଟି ମ୍ୟାଚ୍ ଖେଳାଯିବ। ଚଳିତଥର ଟୁର୍ଣ୍ଣାମେଣ୍ଟରେ ‘ସୁପର ସେଭେନ୍’ ଏବଂ ନୂତନ ଚାରି-ପର୍ଯ୍ୟାୟ ବିଶିଷ୍ଟ ଫର୍ମାଟ୍ ଲାଗୁ କରାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)