ସୋମବାର, 26 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
06:04 AM କୋର୍ଟରେ ହାଜର ପୂର୍ବରୁ ସୁଲତାନପୁର ରାସ୍ତାରେ ଅଘଟଣ, ଦୁର୍ଘଟଣାଗ୍ରସ୍ତ ହେଲା ରାହୁଲ ଗାନ୍ଧୀଙ୍କ କାରକେଡ୍ | 05:51 AM GRAP-1 ଲାଗୁ ସତ୍ତ୍ୱେ ବିଗୁଡ଼ୁଛି ସ୍ଥିତି: ଦିଲ୍ଲୀର ଅନେକ ଅଞ୍ଚଳରେ AQI ୨୫୦ ପାର୍, ଯମୁନା ନଦୀରେ ଭାସୁଛି ବିଷାକ୍ତ ଫେଣ | 05:36 AM ବଙ୍ଗୋପସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ଅର୍ଣ୍ଣବ’: ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ହାଇ ଆଲର୍ଟ, ୨୮ରେ ଲ୍ୟାଣ୍ଡଫଲ୍ | 08:57 AM କଳାହାଣ୍ଡିରେ ଲେଉଟିଲା ପର୍ଯ୍ୟଟନ ଋତୁ: ପାହାଡ଼ ଓ ଜଙ୍ଗଲ ଘେରା ଜଳପ୍ରପାତର ଶୋଭା, ସରକାରୀ ବିକାଶ ବ୍ଲୁ-ପ୍ରିଣ୍ଟକୁ ଆଶା | 06:04 AM କୋର୍ଟରେ ହାଜର ପୂର୍ବରୁ ସୁଲତାନପୁର ରାସ୍ତାରେ ଅଘଟଣ, ଦୁର୍ଘଟଣାଗ୍ରସ୍ତ ହେଲା ରାହୁଲ ଗାନ୍ଧୀଙ୍କ କାରକେଡ୍ | 05:51 AM GRAP-1 ଲାଗୁ ସତ୍ତ୍ୱେ ବିଗୁଡ଼ୁଛି ସ୍ଥିତି: ଦିଲ୍ଲୀର ଅନେକ ଅଞ୍ଚଳରେ AQI ୨୫୦ ପାର୍, ଯମୁନା ନଦୀରେ ଭାସୁଛି ବିଷାକ୍ତ ଫେଣ | 05:36 AM ବଙ୍ଗୋପସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ଅର୍ଣ୍ଣବ’: ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ହାଇ ଆଲର୍ଟ, ୨୮ରେ ଲ୍ୟାଣ୍ଡଫଲ୍ | 08:57 AM କଳାହାଣ୍ଡିରେ ଲେଉଟିଲା ପର୍ଯ୍ୟଟନ ଋତୁ: ପାହାଡ଼ ଓ ଜଙ୍ଗଲ ଘେରା ଜଳପ୍ରପାତର ଶୋଭା, ସରକାରୀ ବିକାଶ ବ୍ଲୁ-ପ୍ରିଣ୍ଟକୁ ଆଶା | 06:04 AM କୋର୍ଟରେ ହାଜର ପୂର୍ବରୁ ସୁଲତାନପୁର ରାସ୍ତାରେ ଅଘଟଣ, ଦୁର୍ଘଟଣାଗ୍ରସ୍ତ ହେଲା ରାହୁଲ ଗାନ୍ଧୀଙ୍କ କାରକେଡ୍ | 05:51 AM GRAP-1 ଲାଗୁ ସତ୍ତ୍ୱେ ବିଗୁଡ଼ୁଛି ସ୍ଥିତି: ଦିଲ୍ଲୀର ଅନେକ ଅଞ୍ଚଳରେ AQI ୨୫୦ ପାର୍, ଯମୁନା ନଦୀରେ ଭାସୁଛି ବିଷାକ୍ତ ଫେଣ | 05:36 AM ବଙ୍ଗୋପସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ଅର୍ଣ୍ଣବ’: ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ହାଇ ଆଲର୍ଟ, ୨୮ରେ ଲ୍ୟାଣ୍ଡଫଲ୍ | 08:57 AM କଳାହାଣ୍ଡିରେ ଲେଉଟିଲା ପର୍ଯ୍ୟଟନ ଋତୁ: ପାହାଡ଼ ଓ ଜଙ୍ଗଲ ଘେରା ଜଳପ୍ରପାତର ଶୋଭା, ସରକାରୀ ବିକାଶ ବ୍ଲୁ-ପ୍ରିଣ୍ଟକୁ ଆଶା
ରାଜନୀତି

ବିଜେଡିକୁ ଝଟ୍‌କା: ବିଜେପିରେ ଯୋଗ ଦେଇପାରନ୍ତି ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ସମର୍ଥକଙ୍କ ସହ ଆଲୋଚନା ଓ ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମ ଏହି ସମ୍ଭାବନାକୁ ବଢ଼ାଇଛି।

ତେବେ ଯୋଗଦାନ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହେବା ପର୍ଯ୍ୟନ୍ତ ଏହାକୁ ରାଜନୈତିକ ଚର୍ଚ୍ଚା ଭାବେ ଦେଖାଯାଉଛି। ପ୍ରଭାତଙ୍କ ପରବର୍ତ୍ତୀ ପଦକ୍ଷେପ କଟକ ରାଜନୀତି ଓ ବିଜେଡିର ସ୍ଥାନୀୟ ସଂଗଠନ ଉପରେ ପ୍ରଭାବ ପକାଇପାରେ ବୋଲି ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି।

Saurav Ray
ଲେଖକ
Saurav Ray

Managing operations and organizational strategy at Nirnay TV, overseeing team coordination, workflow management, and the smooth execution of day-to-day newsroom activities. Focused on building an efficient, accountable, and collaborative work environment while supporting the channel’s growth and commitment to impactful journalism.

269 ଟି ଖବର ଦେଖନ୍ତୁ →

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)