ମଙ୍ଗଳବାର, 20 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ?
ଭାରତ

ବଲିଉଡ୍ ଷ୍ଟାର୍ କିଆରା-ସିଦ୍ଧାର୍ଥଙ୍କ ଘରକୁ ଆସିବ କୁନି ଅତିଥି: ସୋସିଆଲ ମିଡିଆରେ ଦେଲେ ଖୁସିଖବର

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଦମ୍ପତି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସିଖବର ସାମ୍ନାକୁ ଆସିଛି। ଏହି ଷ୍ଟାର୍ କପ୍ଲ୍ ସେମାନଙ୍କ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି। ବୁଧବାର ଦିନ ଉଭୟେ ସୋସିଆଲ ମିଡିଆରେ ଏକ ମିଳିତ ପୋଷ୍ଟ ଜରିଆରେ ଏହି ସୁଖବର ପ୍ରକାଶ କରିଛନ୍ତି।

ସୋସିଆଲ ମିଡିଆରେ ଭାବବିହ୍ୱଳ ପୋଷ୍ଟ: ସେମାନଙ୍କର ଏହି ପୋଷ୍ଟରେ ଏକ ସୁନ୍ଦର ଫଟୋ ରହିଛି, ଯେଉଁଥିରେ ଉଭୟଙ୍କ ହାତ ପରସ୍ପର ସହିତ ଜଡ଼ିତ ଥିବାବେଳେ ପାଖରେ ଏକ କୁନି ଶିଶୁର ମୋଜା ରହିଛି। କ୍ୟାପ୍ସନରେ ସେମାନେ ଲେଖିଛନ୍ତି, “ଭଗବାନଙ୍କ ଆଶୀର୍ବାଦରୁ ଆମକୁ ପୁଣିଥରେ ସବୁଠାରୁ ବଡ଼ ଉପହାର ମିଳିଛି। ଆମ ହୃଦୟ ପ୍ରେମ ଏବଂ କୃତଜ୍ଞତାରେ ଭରିଯାଇଛି।”

ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁଲାଇ ୧୫ ତାରିଖରେ ଏହି ଦମ୍ପତି ସେମାନଙ୍କ ପ୍ରଥମ ସନ୍ତାନ ତଥା ଝିଅ ‘ସାରାୟା ମାଲହୋତ୍ରା’ ଙ୍କୁ ସ୍ୱାଗତ କରିଥିଲେ।

ପ୍ରେମ ଏବଂ ବିବାହର କାହାଣୀ: ‘ଶେରଶାହା’ ଚଳଚ୍ଚିତ୍ରର ସୁଟିଂ ସମୟରେ ପରସ୍ପରକୁ ପ୍ରେମ କରୁଥିବା କିଆରା ଏବଂ ସିଦ୍ଧାର୍ଥ ୨୦୨୩ ଫେବୃଆରୀ ୭ ତାରିଖରେ ରାଜସ୍ଥାନର ସୂର୍ଯ୍ୟଗଡ଼ ପ୍ରାସାଦରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୱାର୍କଫ୍ରଣ୍ଟ କଥା କହିଲେ, ସିଦ୍ଧାର୍ଥଙ୍କୁ ଶେଷଥର ପାଇଁ ‘ଦ ଭିବାନ୍’ ଏବଂ କିଆରାଙ୍କୁ ୟଶଙ୍କ ସହ ‘ଟକ୍ସିକ୍’ ରେ ଦେଖିବାକୁ ମିଳିଥିଲା।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)