ଗୁରୁବାର, 29 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
04:43 AM ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ! ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଆମେରିକାର ବଡ଼ ଆଲର୍ଟ | 04:37 AM ବାଲଟ୍ ପେପର୍‌ ଭୋଟ୍‌ରେ ବି କଂଗ୍ରେସକୁ ‘ଜିରୋ’: ‘ବାଲଟ୍ ବକ୍ସ ଇସ୍ତଫା ଦିଅ’ କହି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ଅମିତ ଶାହ | 04:29 AM ଜୟପୁର ସେଣ୍ଟରରେ OCS ମୁଖ୍ୟ ପରୀକ୍ଷା ଘୁଞ୍ଚାଇବାକୁ OPSC ଅଧ୍ୟକ୍ଷଙ୍କୁ କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କ ଦାବି | 04:22 AM ଦୁର୍ବଳ ହେଲା ବାତ୍ୟା ‘ଅର୍ଣ୍ଣବ’, ମାଲକାନଗିରି ନିକଟରେ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ଆଲର୍ଟ, ଆସୁଛି ଆଉ ଏକ ଲଘୁଚାପ | 04:43 AM ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ! ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଆମେରିକାର ବଡ଼ ଆଲର୍ଟ | 04:37 AM ବାଲଟ୍ ପେପର୍‌ ଭୋଟ୍‌ରେ ବି କଂଗ୍ରେସକୁ ‘ଜିରୋ’: ‘ବାଲଟ୍ ବକ୍ସ ଇସ୍ତଫା ଦିଅ’ କହି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ଅମିତ ଶାହ | 04:29 AM ଜୟପୁର ସେଣ୍ଟରରେ OCS ମୁଖ୍ୟ ପରୀକ୍ଷା ଘୁଞ୍ଚାଇବାକୁ OPSC ଅଧ୍ୟକ୍ଷଙ୍କୁ କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କ ଦାବି | 04:22 AM ଦୁର୍ବଳ ହେଲା ବାତ୍ୟା ‘ଅର୍ଣ୍ଣବ’, ମାଲକାନଗିରି ନିକଟରେ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ଆଲର୍ଟ, ଆସୁଛି ଆଉ ଏକ ଲଘୁଚାପ | 04:43 AM ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ! ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଆମେରିକାର ବଡ଼ ଆଲର୍ଟ | 04:37 AM ବାଲଟ୍ ପେପର୍‌ ଭୋଟ୍‌ରେ ବି କଂଗ୍ରେସକୁ ‘ଜିରୋ’: ‘ବାଲଟ୍ ବକ୍ସ ଇସ୍ତଫା ଦିଅ’ କହି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ଅମିତ ଶାହ | 04:29 AM ଜୟପୁର ସେଣ୍ଟରରେ OCS ମୁଖ୍ୟ ପରୀକ୍ଷା ଘୁଞ୍ଚାଇବାକୁ OPSC ଅଧ୍ୟକ୍ଷଙ୍କୁ କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କ ଦାବି | 04:22 AM ଦୁର୍ବଳ ହେଲା ବାତ୍ୟା ‘ଅର୍ଣ୍ଣବ’, ମାଲକାନଗିରି ନିକଟରେ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ଆଲର୍ଟ, ଆସୁଛି ଆଉ ଏକ ଲଘୁଚାପ
ଓଡ଼ିଶା

ଦୁର୍ବଳ ହେଲା ବାତ୍ୟା ‘ଅର୍ଣ୍ଣବ’, ମାଲକାନଗିରି ନିକଟରେ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ଆଲର୍ଟ, ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଦୁର୍ବଳ ହୋଇ ଏକ ଗଭୀର ଅବପାତରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ତାଜା ବୁଲେଟିନ୍ ଅନୁଯାୟୀ, ଏହି ଗଭୀର ଅବପାତଟି ମାଲକାନଗିରିଠାରୁ ଦକ୍ଷିଣରେ ପ୍ରାୟ ୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଏହା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଅବପାତ ଏବଂ ସନ୍ଧ୍ୟା ସୁଦ୍ଧା ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।

ଏହି ପ୍ରଣାଳୀର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିସହିତ ଅଞ୍ଚଳରେ ଘଣ୍ଟାପ୍ରତି ୬୦ ରୁ ୮୦ କିଲୋମିଟର ଏବଂ କେତେକ ସ୍ଥାନରେ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।

ଅପରପକ୍ଷରେ, ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ସମ୍ପୂର୍ଣ୍ଣ ଶେଷ ନହେଉଣୁ ପୁଣି ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନରୁ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ଏକ ଘୂର୍ଣ୍ଣିବଳୟର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି IMD ପୂର୍ବାନୁମାନ କରିଛି।

ଏହି ସମାନ୍ତରାଳ ପାଣିପାଗ ଗତିବିଧି ଯୋଗୁଁ ରାଜ୍ୟର ଉପକୂଳ ଓ ଦକ୍ଷିଣ ଜିଲ୍ଲାଗୁଡ଼ିକର ସ୍ଥିତି ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)