ଗୁରୁବାର, 29 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
10:50 AM ପ୍ରଥମ କରୱା ଚୌଥ୍‌ରେ ନବବଧୂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୫୧ ଜଣ ମହିଳାଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ | 10:45 AM ପୁରୀ ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା: ଗରୁଡ଼ ସ୍ତମ୍ଭ ନିକଟରେ ୫ଟି ରାମ୍ପ, ଘଣ୍ଟାକୁ ୧୦ ହଜାର ଭକ୍ତ କରିବେ ଦର୍ଶନ | 10:40 AM ଧର୍ମାନ୍ତରୀକରଣ ନୁହେଁ, ପ୍ରଭୁଙ୍କ ପ୍ରତି ଶ୍ରଦ୍ଧା! ମାଦ୍ରାସ ହାଇକୋର୍ଟଙ୍କ ବଡ଼ ଆଦେଶ, ମନ୍ଦିର ନିୟମ କଡ଼ାକଡ଼ି | 10:21 AM ନଭେମ୍ବର ୧ ଦିଲ୍ଲୀ ମାର୍ଚ୍ଚ ପାଇଁ ରାହୁଲଙ୍କ ଆହ୍ୱାନ: “ସମ୍ବିଧାନ ଓ ଗଣତନ୍ତ୍ର ବଞ୍ଚାଇବାକୁ ଏକାଠି ହୁଅନ୍ତୁ” | 10:50 AM ପ୍ରଥମ କରୱା ଚୌଥ୍‌ରେ ନବବଧୂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୫୧ ଜଣ ମହିଳାଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ | 10:45 AM ପୁରୀ ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା: ଗରୁଡ଼ ସ୍ତମ୍ଭ ନିକଟରେ ୫ଟି ରାମ୍ପ, ଘଣ୍ଟାକୁ ୧୦ ହଜାର ଭକ୍ତ କରିବେ ଦର୍ଶନ | 10:40 AM ଧର୍ମାନ୍ତରୀକରଣ ନୁହେଁ, ପ୍ରଭୁଙ୍କ ପ୍ରତି ଶ୍ରଦ୍ଧା! ମାଦ୍ରାସ ହାଇକୋର୍ଟଙ୍କ ବଡ଼ ଆଦେଶ, ମନ୍ଦିର ନିୟମ କଡ଼ାକଡ଼ି | 10:21 AM ନଭେମ୍ବର ୧ ଦିଲ୍ଲୀ ମାର୍ଚ୍ଚ ପାଇଁ ରାହୁଲଙ୍କ ଆହ୍ୱାନ: “ସମ୍ବିଧାନ ଓ ଗଣତନ୍ତ୍ର ବଞ୍ଚାଇବାକୁ ଏକାଠି ହୁଅନ୍ତୁ” | 10:50 AM ପ୍ରଥମ କରୱା ଚୌଥ୍‌ରେ ନବବଧୂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୫୧ ଜଣ ମହିଳାଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ | 10:45 AM ପୁରୀ ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା: ଗରୁଡ଼ ସ୍ତମ୍ଭ ନିକଟରେ ୫ଟି ରାମ୍ପ, ଘଣ୍ଟାକୁ ୧୦ ହଜାର ଭକ୍ତ କରିବେ ଦର୍ଶନ | 10:40 AM ଧର୍ମାନ୍ତରୀକରଣ ନୁହେଁ, ପ୍ରଭୁଙ୍କ ପ୍ରତି ଶ୍ରଦ୍ଧା! ମାଦ୍ରାସ ହାଇକୋର୍ଟଙ୍କ ବଡ଼ ଆଦେଶ, ମନ୍ଦିର ନିୟମ କଡ଼ାକଡ଼ି | 10:21 AM ନଭେମ୍ବର ୧ ଦିଲ୍ଲୀ ମାର୍ଚ୍ଚ ପାଇଁ ରାହୁଲଙ୍କ ଆହ୍ୱାନ: “ସମ୍ବିଧାନ ଓ ଗଣତନ୍ତ୍ର ବଞ୍ଚାଇବାକୁ ଏକାଠି ହୁଅନ୍ତୁ”
ଭାରତ

ପ୍ରଥମ କରୱା ଚୌଥ୍‌ରେ ନବବଧୂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୫୧ ଜଣ ମହିଳାଙ୍କୁ ୧ ଲକ୍ଷ ଟଙ୍କାର ଚେକ୍

ନୂଆଦିଲ୍ଲୀ: କରୱା ଚୌଥ୍‌ ପର୍ବ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନବବିବାହିତା ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ବୁଧବାର ‘ମୁଖ୍ୟମନ୍ତ୍ରୀ ଜନସେବା ସଦନ’ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ୫୧ ଜଣ ନବବଧୂଙ୍କୁ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ସହିତ ସ୍ୱତନ୍ତ୍ର କରୱା ଚୌଥ୍ କିଟ୍ ବଣ୍ଟନ କରିଛନ୍ତି।

ସରକାରୀ ବିବୃତ୍ତି ଅନୁଯାୟୀ, ଗତ ମାର୍ଚ୍ଚ ମାସରେ ‘ଲାଡ୍‌ଲି ଫାଉଣ୍ଡେସନ୍’ ପକ୍ଷରୁ ଆୟୋଜିତ ଏକ ଗଣବିବାହ ଉତ୍ସବରେ ଏହି ମହିଳାମାନଙ୍କର ବିବାହ ହୋଇଥିଲା। ବିବାହ ପରେ ସେମାନଙ୍କର ଏହା ପ୍ରଥମ କରୱା ଚୌଥ୍ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଆର୍ଥିକ ସହାୟତା ଓ ସାମଗ୍ରୀ ପ୍ରଦାନ କରିଛନ୍ତି।

କାର୍ଯ୍ୟକ୍ରମ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ନବବଧୂମାନଙ୍କ ସହ ସୀଧାସଳଖ କଥାବାର୍ତ୍ତା କରି ସେମାନଙ୍କର ସୁଖମୟ, ସମୃଦ୍ଧ ଓ ନିରୋଗ ଦାମ୍ପତ୍ୟ ଜୀବନ କାମନା କରିଛନ୍ତି। ଏହାସହ ସେମାନଙ୍କ ପରିବାର ଏବଂ ବିବାହ ପରର ଅନୁଭୂତି ସମ୍ପର୍କରେ ପଚାରି ବୁଝିଥିଲେ।

ଯେକୌଣସି ବିପଦ କିମ୍ବା ଆହ୍ୱାନପୂର୍ଣ୍ଣ ସମୟରେ ସରକାର ସେମାନଙ୍କ ସହ ଅଛନ୍ତି ଏବଂ ପ୍ରତ୍ୟେକ ଆବଶ୍ୟକତାରେ ସେ ସେମାନଙ୍କ ପଛରେ

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)