ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ୍‌, ମୂଳ ସ୍ଥାନ ଜାଣିବା ପାଇଁ ହେବ ଡିଏନ୍‌ଏ ଟେଷ୍ଟ, ଉପମୁଖ୍ୟମନ୍ତ୍ରୀ କରିବେ ଗସ୍ତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥ ପ୍ରସିଦ୍ଧ ନନ୍ଦନକାନନ ପ୍ରାଣୀଦ୍ୟାନରେ ଆଶ୍ରୟ ନେଇଥିବା ଓରାଙ୍ଗଉଟାନ୍‌ ମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେଉଛି। ଓଡ଼ିଶାର ଜଳବାୟୁ ସେମାନଙ୍କୁ ଅନୁକୂଳ ହୋଇଥିବାବେଳେ ସେମାନଙ୍କ ଓଜନ ମଧ୍ୟ ବୃଦ୍ଧି ପାଇଛି।

ମହୀଶୂର ଚିଡ଼ିଆଖାନାରୁ ଆସିଥିବା ସ୍ୱତନ୍ତ୍ର ପଶୁ ଚିକିତ୍ସକ ଏବଂ ବିଶେଷଜ୍ଞ ଦଳର ପରାମର୍ଶ କ୍ରମେ ଛୁଆଙ୍କ ପରି ୨୪ ଘଣ୍ଟିଆ କଡ଼ା ନଜର ଏବଂ ସ୍ୱତନ୍ତ୍ର ଯତ୍ନ ନିଆଯାଉଛି।ଏହି ବିରଳ ପ୍ରଜାତିର ପ୍ରାଣୀମାନେ ପ୍ରକୃତରେ କେଉଁ ଦେଶ ବା ଅଞ୍ଚଳରୁ ଅଣାଯାଇଛନ୍ତି, ତାହା ସ୍ପଷ୍ଟ ଭାବେ ଜାଣିବା ପାଇଁ ଏବେ ଡିଏନ୍‌ଏ ଟେଷ୍ଟ କରାଯିବାକୁ ଯୋଜନା କରାଯାଇଛି।

ଏଥିପାଇଁ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ତଥା ଅନ୍ୟାନ୍ୟ ପ୍ରମାଣିତୟ ଲାବୋରେଟୋରିଗୁଡ଼ିକ ସହ ଯୋଗାଯୋଗ କରାଯାଉଛି।ଡିଏନ୍‌ଏ ରିପୋର୍ଟ ହସ୍ତଗତ ହେଲେ ସେମାନଙ୍କ ପ୍ରକୃତ ଉତ୍ପତ୍ତି ସ୍ଥାନ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ଏବଂ ଏସମ୍ବନ୍ଧୀୟ ସମସ୍ତ ତଥ୍ୟ ଭାରତ ସରକାରଙ୍କୁ ଅବଗତ କରାଯିବ।

ଆଜି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନନ୍ଦନକାନନ ଗସ୍ତ କରି ଓରାଙ୍ଗଉଟାନ୍‌ଙ୍କ ରହଣି ଏବଂ ସ୍ୱାସ୍ଥ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିବେ। ଏହାସହ ସେଠାକାର ବରିଷ୍ଠ ଅଧିକାରୀମାନଙ୍କୁ କର୍ତ୍ତଳକାଳୀନ ପରିଚାଳନା ନେଇ ଆବଶ୍ୟକୀୟ ପରାମର୍ଶ ମଧ୍ୟ ଦେବାର କାର୍ଯ୍ୟକ୍ରମ ରହିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)