ବୁଧବାର, 15 ଜୁଲାଇ 2026
English
ଲାଇଭ୍ ଅପଡେଟ୍ସ
04:39 AM ଓଡ଼ିଶା କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଞ୍ଜୁରି; ଗ୍ରାମୀଣ ରାସ୍ତା ଉପରେ ଗୁରୁତ୍ୱ | 04:39 AM ଶିବାଙ୍ଗୀ ଯୋଶୀଙ୍କୁ ନେଇ ମନ୍ତବ୍ୟ ପରେ ଶିଳ୍ପା ସିନ୍ଦେଙ୍କୁ ସୋସିଆଲ୍ ମିଡିଆରେ ସମାଲୋଚନା | 04:39 AM ବିଚାରପତିଙ୍କ ଆସନ ନିକଟରେ ସୋରିଷ ଫିଙ୍ଗିବା ଅଭିଯୋଗ: ମହିଳା ଗିରଫ | 04:39 AM ଦାରା ସିଂହଙ୍କ ରିମିସନ୍ ଆବେଦନ: ଓଡ଼ିଶା ସରକାରଙ୍କୁ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ | 04:39 AM ଓଡ଼ିଶା କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଞ୍ଜୁରି; ଗ୍ରାମୀଣ ରାସ୍ତା ଉପରେ ଗୁରୁତ୍ୱ | 04:39 AM ଶିବାଙ୍ଗୀ ଯୋଶୀଙ୍କୁ ନେଇ ମନ୍ତବ୍ୟ ପରେ ଶିଳ୍ପା ସିନ୍ଦେଙ୍କୁ ସୋସିଆଲ୍ ମିଡିଆରେ ସମାଲୋଚନା | 04:39 AM ବିଚାରପତିଙ୍କ ଆସନ ନିକଟରେ ସୋରିଷ ଫିଙ୍ଗିବା ଅଭିଯୋଗ: ମହିଳା ଗିରଫ | 04:39 AM ଦାରା ସିଂହଙ୍କ ରିମିସନ୍ ଆବେଦନ: ଓଡ଼ିଶା ସରକାରଙ୍କୁ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ | 04:39 AM ଓଡ଼ିଶା କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଞ୍ଜୁରି; ଗ୍ରାମୀଣ ରାସ୍ତା ଉପରେ ଗୁରୁତ୍ୱ | 04:39 AM ଶିବାଙ୍ଗୀ ଯୋଶୀଙ୍କୁ ନେଇ ମନ୍ତବ୍ୟ ପରେ ଶିଳ୍ପା ସିନ୍ଦେଙ୍କୁ ସୋସିଆଲ୍ ମିଡିଆରେ ସମାଲୋଚନା | 04:39 AM ବିଚାରପତିଙ୍କ ଆସନ ନିକଟରେ ସୋରିଷ ଫିଙ୍ଗିବା ଅଭିଯୋଗ: ମହିଳା ଗିରଫ | 04:39 AM ଦାରା ସିଂହଙ୍କ ରିମିସନ୍ ଆବେଦନ: ଓଡ଼ିଶା ସରକାରଙ୍କୁ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଧର୍ମ ଓ ସଂସ୍କୃତି

ଆଜିର ରାଶିଫଳ: କେତେକ ରାଶି ପାଇଁ ମାନସିକ ଚାପ, ଘରୁ ବାହାରିବା ପୂର୍ବରୁ ସତର୍କତା

ନ୍ୟୁଜ୍‌ ଡେସ୍କ: ଆଜିର ରାଶିଫଳ: କେତେକ ରାଶି ପାଇଁ ମାନସିକ ଚାପ, ଘରୁ ବାହାରିବା ପୂର୍ବରୁ ସତର୍କତା। ଉପଲବ୍ଧ ରିପୋର୍ଟ, ସମ୍ପୃକ୍ତ ପକ୍ଷର ସୂଚନା ଓ ଆବଶ୍ୟକ ପୃଷ୍ଠଭୂମିକୁ ଆଧାର କରି ଏହି ଖବର ପ୍ରସ୍ତୁତ କରାଯାଇଛି।

ଜ୍ୟୋତିଷ ଆଧାରିତ ମତକୁ ନିଶ୍ଚିତ ଭବିଷ୍ୟବାଣୀ କିମ୍ବା ଚିକିତ୍ସା, ଆଇନ ଓ ଆର୍ଥିକ ପରାମର୍ଶର ବିକଳ୍ପ ଭାବେ ନେବା ଉଚିତ ନୁହେଁ। ଜୁଲାଇ ୧୫ ତାରିଖର ଦୈନିକ ରାଶିଫଳରେ ବିଭିନ୍ନ ରାଶି ପାଇଁ କାର୍ଯ୍ୟ, ଅର୍ଥ, ସ୍ୱାସ୍ଥ୍ୟ ଓ ସମ୍ପର୍କ ସମ୍ବନ୍ଧୀୟ ସାଧାରଣ ସଙ୍କେତ ଦିଆଯାଇଛି। ମେଷ-ମାନସିକ ଦୁଶ୍ଚିନ୍ତା ଟିକେ କମ୍ ରହିବ । ଚାକିରିରେ ଅସ୍ଥିରତା ମନ ରହିବ, ମାନସିକ ଦୁଃଚିନ୍ତା ଲାଗି ରହିବ । ବନ୍ଧୁ ମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ ।

ରାଜନୈତିକ କ୍ଷେତ୍ରରେ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧି ହେବ । ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବିଦ୍ୟାକ୍ଷେତ୍ରରେ ଅତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ପ୍ରଶଂସା ପାଇବେ ।ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ପ୍ରତିକାର – ମା’ ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁବୃଷ-ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବେ । ଅଚିହ୍ନା ଲୋକଙ୍କ ଠାରୁ ସାହାର୍ଯ୍ୟ ପାଇବେ ।

ବ୍ୟବସାୟରେ ଅଳ୍ପ ପରିଶ୍ରମ କରି ଅଧିକ ଧନ ପାଇବାର ଆଶା ଦେଖାଦେବ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ ।ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁମିଥୁନ-ପାରିବାରିକ ଅସ୍ୱାସ୍ଥ୍ୟକର ପରିସ୍ଥିତିକୁ ନେଇ ଚିନ୍ତିତ ରହିବେ । ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ ।

ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇବ ।ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁକର୍କଟ-ଧର୍ମ ଓ ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ କରିବେ । ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇପାରେ । ରାଜନୀତିରେ କୈାଣସି କାମକୁ ହାତକୁ ନେବେ । ମହିଳା ମାନେ ଇଶ୍ୱର ବିଶ୍ୱାସୀ ହେବେ ।ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁସିଂହ-ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡିବ ।

ଅଫିସରେ ଅଧିକ କାମ କାରଣରୁ ଘର କଥା ବୁଝିବାକୁ ସମୟ ପାଇବେ ନାହିଁ ।ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ପ୍ରତିକାର – ଶ୍ରୀରାମଙ୍କୁ ପୂଜା କରନ୍ତୁକନ୍ୟା-ସାହାର୍ଯ୍ୟକାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଜୀବନ-ସାଥି ଅତି ଉତ୍ତମ ହୋଇଥିବା କାରଣରୁ ଆପଣ ନିଜକୁ ଅତି ଭାଗ୍ୟଶାଳି ଅନୁଭବ କରିବେ । ଚଳଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଂଶସା ପାଇବେ ।ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ପ୍ରତିକାର – ବୁଧଙ୍କର ମନ୍ତ୍ର ପାଠ କରନ୍ତୁତୁଳା-ମହିଳାମାନେ ବନ୍ଧୁ ପରିଜନଙ୍କ ଠାରୁ ପ୍ରଶଂସିତ ହେବେ ।

ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ।

ପାଠକମାନେ ଶୀର୍ଷକ କିମ୍ବା ସୋସିଆଲ୍ ମିଡିଆ ପୋଷ୍ଟକୁ ମାତ୍ର ଆଧାର କରି ନିଷ୍କର୍ଷ ନକରି, ସମ୍ପୃକ୍ତ ସଂସ୍ଥାର ଔପଚାରିକ ସୂଚନା ଓ ପରବର୍ତ୍ତୀ ଅଦ୍ୟତନକୁ ପ୍ରାଥମିକତା ଦିଅନ୍ତୁ। ନୂଆ ପ୍ରମାଣିତ ତଥ୍ୟ ଆସିଲେ ରିପୋର୍ଟକୁ ଆବଶ୍ୟକ ଅନୁସାରେ ଅଦ୍ୟତନ କରାଯିବ।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)