ଗୁରୁବାର, 10 ସେପ୍ଟେମ୍ବର 2026
English
ଲାଇଭ୍ ଅପଡେଟ୍ସ
06:10 PM ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ଅଟକ | 06:10 PM ଖରିଫ ଧାନ ପଞ୍ଜୀକରଣର ଜଟିଳ ନିୟମ, ଭାଗଚାଷୀଙ୍କ ପାଇଁ ବଢ଼ିଲା ସମସ୍ୟା | 06:10 PM ବଙ୍ଗୋପସାଗରରେ ନୂଆ ଲଘୁଚାପ, ଓଡ଼ିଶାରେ ପାଞ୍ଚଦିନ ପ୍ରବଳ ବର୍ଷା ଆଶଙ୍କା | 06:10 PM ସ୍ମାର୍ଟ କ୍ଲାସରୁମରେ ତାଲା, ମୋହନାରେ ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ | 06:10 PM ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ଅଟକ | 06:10 PM ଖରିଫ ଧାନ ପଞ୍ଜୀକରଣର ଜଟିଳ ନିୟମ, ଭାଗଚାଷୀଙ୍କ ପାଇଁ ବଢ଼ିଲା ସମସ୍ୟା | 06:10 PM ବଙ୍ଗୋପସାଗରରେ ନୂଆ ଲଘୁଚାପ, ଓଡ଼ିଶାରେ ପାଞ୍ଚଦିନ ପ୍ରବଳ ବର୍ଷା ଆଶଙ୍କା | 06:10 PM ସ୍ମାର୍ଟ କ୍ଲାସରୁମରେ ତାଲା, ମୋହନାରେ ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ | 06:10 PM ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ଅଟକ | 06:10 PM ଖରିଫ ଧାନ ପଞ୍ଜୀକରଣର ଜଟିଳ ନିୟମ, ଭାଗଚାଷୀଙ୍କ ପାଇଁ ବଢ଼ିଲା ସମସ୍ୟା | 06:10 PM ବଙ୍ଗୋପସାଗରରେ ନୂଆ ଲଘୁଚାପ, ଓଡ଼ିଶାରେ ପାଞ୍ଚଦିନ ପ୍ରବଳ ବର୍ଷା ଆଶଙ୍କା | 06:10 PM ସ୍ମାର୍ଟ କ୍ଲାସରୁମରେ ତାଲା, ମୋହନାରେ ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ
ଅପରାଧ

ସ୍ପିଡ୍ ବାଇକ୍‌ରେ ମୋବାଇଲ୍ ଝାମ୍ପୁଥିଲେ, ଜଟିଆ ଗ୍ୟାଙ୍ଗକୁ ଧରିଲା ପୋଲିସ୍

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଅଞ୍ଚଳରେ ସ୍ପିଡ୍ ବାଇକ୍‌ରେ ଆସି ଲୋକଙ୍କ ହାତରୁ ମୋବାଇଲ୍ ଫୋନ୍ ଝାମ୍ପି ନେଉଥିବା ଏକ ଗ୍ୟାଙ୍ଗକୁ ପୋଲିସ୍ ଧରିଛି। ଜଟିଆ ଗ୍ୟାଙ୍ଗ ନାମରେ ପରିଚିତ ଏହି ଦଳର ସଦସ୍ୟଙ୍କଠାରୁ ଅନେକ ଚୋରି ମୋବାଇଲ୍ ଓ ବାଇକ୍ ଜବତ ହୋଇଛି।

ଅଭିଯୋଗ ଆଧାରରେ ସିସିଟିଭି ଫୁଟେଜ୍ ଓ ମୋବାଇଲ୍ ଟ୍ରାକିଂ ସହାୟତାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା। ପୋଲିସ୍ ଗ୍ୟାଙ୍ଗର ଅନ୍ୟ ସହଯୋଗୀ ଓ ଚୋରି ସାମଗ୍ରୀ କିଣୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)