ଶୁକ୍ରବାର, 31 ଜୁଲାଇ 2026
English
ଲାଇଭ୍ ଅପଡେଟ୍ସ
12:16 PM ସ୍ପେନ୍ ସୀମାରେ ଦଳାଚକଟା, ୧୮ ପ୍ରବାସୀଙ୍କ ମୃତ୍ୟୁ ନେଇ ରିପୋର୍ଟ | 12:16 PM ପିସ୍ତଲ ଧରି ରିଲ୍ ବନାଇବା ପଡ଼ିଲା ମହଙ୍ଗା, ଭିଡିଓ ଭାଇରାଲ୍ ପରେ ମହିଳା ଗିରଫ | 12:16 PM ବନ୍ୟାଜଳ ଦେଖୁଥିବାବେଳେ ଲୁଣା ନଦୀକୁ ଖସିଗଲେ ମହିଳା, ଅଗ୍ନିଶମ ବାହିନୀର ଖୋଜାଖୋଜି | 12:16 PM ଆଜି ITR ଦାଖଲର ଶେଷ ତାରିଖ, ବିଳମ୍ବ ହେଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା | 12:16 PM ସ୍ପେନ୍ ସୀମାରେ ଦଳାଚକଟା, ୧୮ ପ୍ରବାସୀଙ୍କ ମୃତ୍ୟୁ ନେଇ ରିପୋର୍ଟ | 12:16 PM ପିସ୍ତଲ ଧରି ରିଲ୍ ବନାଇବା ପଡ଼ିଲା ମହଙ୍ଗା, ଭିଡିଓ ଭାଇରାଲ୍ ପରେ ମହିଳା ଗିରଫ | 12:16 PM ବନ୍ୟାଜଳ ଦେଖୁଥିବାବେଳେ ଲୁଣା ନଦୀକୁ ଖସିଗଲେ ମହିଳା, ଅଗ୍ନିଶମ ବାହିନୀର ଖୋଜାଖୋଜି | 12:16 PM ଆଜି ITR ଦାଖଲର ଶେଷ ତାରିଖ, ବିଳମ୍ବ ହେଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା | 12:16 PM ସ୍ପେନ୍ ସୀମାରେ ଦଳାଚକଟା, ୧୮ ପ୍ରବାସୀଙ୍କ ମୃତ୍ୟୁ ନେଇ ରିପୋର୍ଟ | 12:16 PM ପିସ୍ତଲ ଧରି ରିଲ୍ ବନାଇବା ପଡ଼ିଲା ମହଙ୍ଗା, ଭିଡିଓ ଭାଇରାଲ୍ ପରେ ମହିଳା ଗିରଫ | 12:16 PM ବନ୍ୟାଜଳ ଦେଖୁଥିବାବେଳେ ଲୁଣା ନଦୀକୁ ଖସିଗଲେ ମହିଳା, ଅଗ୍ନିଶମ ବାହିନୀର ଖୋଜାଖୋଜି | 12:16 PM ଆଜି ITR ଦାଖଲର ଶେଷ ତାରିଖ, ବିଳମ୍ବ ହେଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା
ଓଡ଼ିଶା

୧୫ ଜିଲ୍ଲାର ୧୩୬୨ ଗାଁ ବନ୍ୟା ପ୍ରଭାବିତ, ୭୨ ଘଣ୍ଟାରେ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର: ରାଜ୍ୟର ୧୫ଟି ଜିଲ୍ଲାରେ ବନ୍ୟା ପ୍ରଭାବ ପଡ଼ିଛି। ୫୭ଟି ବ୍ଲକ୍, ୪୪୬ ପଞ୍ଚାୟତ ଓ ୧୩୬୨ଟି ଗାଁ ପ୍ରଭାବିତ ହୋଇଥିବା ବନ୍ୟା ସମୀକ୍ଷା ବୈଠକ ପରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ସରକାରୀ ସୂଚନା ଅନୁସାରେ ୨ ଲକ୍ଷ ୬୮ ହଜାର ୯୪୩ ଲୋକ ଜଳବନ୍ଦୀ ଏବଂ ୨୧ ହଜାର ୩୮୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଲୋକ ଘରକୁ ସୁରକ୍ଷିତ ଭାବେ ଫେରିବା ପର୍ଯ୍ୟନ୍ତ ରିଲିଫ କେନ୍ଦ୍ର ଚାଲିବ।

ବନ୍ୟା ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ ହେବ ଏବଂ ତାହା ଆଧାରରେ ସହାୟତା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଯାଜପୁର ଓ ଭଦ୍ରକରେ ଘାଇ ଯୋଗୁଁ ପ୍ରଭାବ ଅଧିକ ରହିଛି।


ସୂତ୍ର: ମୂଳ ରିପୋର୍ଟ

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)