ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ବାଣିଜ୍ୟ

ଜିଓକୁ ପୂରିଲା ୧୦ ବର୍ଷ! ଗ୍ରାହକଙ୍କ ପାଇଁ ଆସିଲା ଧମାକାଦାର୍ ଅଫର୍ ଓ ଶସ୍ତା ପ୍ଲାନ୍

JIO Plan: ରିଲାଏଏନ୍ସ ଜିଓକୁ ୧୦ ବର୍ଷ ପୂରିଥିବା ଅବସରରେ କମ୍ପାନୀ କୋଟି କୋଟି ଗ୍ରାହକଙ୍କ ପାଇଁ ଏକାଧିକ ଆକର୍ଷକ ବେନିଫିଟ୍ ଏବଂ ରିଚାର୍ଜ ଅଫର୍ ଘୋଷଣା କରିଛି। ଅନ୍ୟ ଟେଲିକମ୍ କମ୍ପାନୀଗୁଡ଼ିକ ୧.୫ ଜିବି ଡେଲି ଡାଟା ପ୍ଲାନ୍ ବନ୍ଦ କରୁଥିବା ବେଳେ ଜିଓ ପାଖରେ ଏବେ ବି ଏଭଳି ବହୁତୁ୍ୟ ବଢ଼ିଆ ପ୍ଲାନ୍ ଉପଲବ୍ଧ ରହିଛି।

ଜିଓର ୬୬୬ ଟଙ୍କିଆ ପ୍ରିପେଡ୍ ପ୍ଲାନରେ ଗ୍ରାହକମାନଙ୍କୁ ୭୦ ଦିନର ବୈଧତା ମିଳୁଛି। ଏହି ପ୍ଲାନରେ ଦୈନିକ ୧.୫ ଜିବି ହାଇ-ସ୍ପିଡ୍ ଡାଟା, ଅନଲିମିଟେଡ୍ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ଟି ମାଗଣା ଏସ୍ଏମ୍ଏସ୍ ସୁବିଧା ମିଳୁଛି। ଏହାଛଡ଼ା ଜିଓ ଏଆଇ କ୍ଲାଉଡ୍ ଏବଂ ଜିଓ ଟିଭି ଓଟିଟି ଆପ୍ ର ଆକ୍ସେସ୍ ମଧ୍ୟ ଗ୍ରାହକମାନେ ପାଇପାରିବେ।

ସେହିପରି କମ୍ପାନୀର ୧୦ମ ବାର୍ଷିକୀ ମେଗା ଅଫର୍ ଅନ୍ତର୍ଗତ ୩୫୯୯ ଟଙ୍କାର ଆନୁଆଲ୍ ରିଚାର୍ଜ ପ୍ଲାନରେ ଏକ୍ସଟ୍ରା ଡାଟା ପ୍ରଦାନ କରାଯାଉଛି। ଏହି ବାର୍ଷିକ ପ୍ଲାନରେ ପ୍ରତିଦିନ ୨.୫ ଜିବି ଡାଟା ସହିତ ଗୁଗଲ୍ ଜେମିନି ଏଆଇ ପ୍ରୋ, ଜିଓହଟ୍‌ଷ୍ଟାର୍ ମୋବାଇଲ୍ ସବସ୍କ୍ରିପସନ୍ ଏବଂ ୫୦ ଜିବି କ୍ଲାଉଡ୍ ଷ୍ଟୋରେଜ୍ ଭଳି ବହୁମୂଲ୍ୟ ସୁବିଧା ମାଗଣାରେ ମିଳୁଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)