ସୋମବାର, 26 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
11:54 AM OUSSSC କାର୍ଯ୍ୟାଳୟ ଆଗରେ ଚାକିରି ଆଶାୟୀଙ୍କ ବିକ୍ଷୋଭ: SEBC ଆରକ୍ଷଣରେ ଅନିୟମିତତା ଅଭିଯୋଗ, ୭,୨୬୮ ପଦବୀ ବିଜ୍ଞପ୍ତି ରଦ୍ଦ ଦାବି | 11:37 AM ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ୨୦୧୮ ମାନହାନି ମାମଲାରେ ସୁଲତାନପୁର MP/MLA କୋର୍ଟରୁ ନିର୍ଦ୍ଦୋଷରେ ଖଲାସ | 11:25 AM ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର: ଓଡ଼ିଶାର ପ୍ରସ୍ତୁତି ନେଇ ତଥ୍ୟ ଦେଲେ ମୁଖ୍ୟ ସଚିବ, ୩ ହଜାରରୁ ଅଧିକ ଗର୍ଭବତୀ ମହିଳା ସ୍ଥାନାନ୍ତର | 09:54 AM ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’କୁ ନେଇ ବଡ଼ ବିବାଦ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚରିତ୍ରର ବିକୃତି ଅଭିଯୋଗ, ଟିଜର୍ ପ୍ରତ୍ୟାହାର ପାଇଁ ଦାବି | 11:54 AM OUSSSC କାର୍ଯ୍ୟାଳୟ ଆଗରେ ଚାକିରି ଆଶାୟୀଙ୍କ ବିକ୍ଷୋଭ: SEBC ଆରକ୍ଷଣରେ ଅନିୟମିତତା ଅଭିଯୋଗ, ୭,୨୬୮ ପଦବୀ ବିଜ୍ଞପ୍ତି ରଦ୍ଦ ଦାବି | 11:37 AM ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ୨୦୧୮ ମାନହାନି ମାମଲାରେ ସୁଲତାନପୁର MP/MLA କୋର୍ଟରୁ ନିର୍ଦ୍ଦୋଷରେ ଖଲାସ | 11:25 AM ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର: ଓଡ଼ିଶାର ପ୍ରସ୍ତୁତି ନେଇ ତଥ୍ୟ ଦେଲେ ମୁଖ୍ୟ ସଚିବ, ୩ ହଜାରରୁ ଅଧିକ ଗର୍ଭବତୀ ମହିଳା ସ୍ଥାନାନ୍ତର | 09:54 AM ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’କୁ ନେଇ ବଡ଼ ବିବାଦ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚରିତ୍ରର ବିକୃତି ଅଭିଯୋଗ, ଟିଜର୍ ପ୍ରତ୍ୟାହାର ପାଇଁ ଦାବି | 11:54 AM OUSSSC କାର୍ଯ୍ୟାଳୟ ଆଗରେ ଚାକିରି ଆଶାୟୀଙ୍କ ବିକ୍ଷୋଭ: SEBC ଆରକ୍ଷଣରେ ଅନିୟମିତତା ଅଭିଯୋଗ, ୭,୨୬୮ ପଦବୀ ବିଜ୍ଞପ୍ତି ରଦ୍ଦ ଦାବି | 11:37 AM ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ୨୦୧୮ ମାନହାନି ମାମଲାରେ ସୁଲତାନପୁର MP/MLA କୋର୍ଟରୁ ନିର୍ଦ୍ଦୋଷରେ ଖଲାସ | 11:25 AM ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର: ଓଡ଼ିଶାର ପ୍ରସ୍ତୁତି ନେଇ ତଥ୍ୟ ଦେଲେ ମୁଖ୍ୟ ସଚିବ, ୩ ହଜାରରୁ ଅଧିକ ଗର୍ଭବତୀ ମହିଳା ସ୍ଥାନାନ୍ତର | 09:54 AM ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’କୁ ନେଇ ବଡ଼ ବିବାଦ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚରିତ୍ରର ବିକୃତି ଅଭିଯୋଗ, ଟିଜର୍ ପ୍ରତ୍ୟାହାର ପାଇଁ ଦାବି
ଧର୍ମ ଓ ସଂସ୍କୃତି

ଆଜିର ରାଶିଫଳ: କେତେକ ରାଶି ପାଇଁ ମାନସିକ ଚାପ, ଘରୁ ବାହାରିବା ପୂର୍ବରୁ ସତର୍କତା

ନ୍ୟୁଜ୍‌ ଡେସ୍କ: ଆଜିର ରାଶିଫଳ: କେତେକ ରାଶି ପାଇଁ ମାନସିକ ଚାପ, ଘରୁ ବାହାରିବା ପୂର୍ବରୁ ସତର୍କତା। ଉପଲବ୍ଧ ରିପୋର୍ଟ, ସମ୍ପୃକ୍ତ ପକ୍ଷର ସୂଚନା ଓ ଆବଶ୍ୟକ ପୃଷ୍ଠଭୂମିକୁ ଆଧାର କରି ଏହି ଖବର ପ୍ରସ୍ତୁତ କରାଯାଇଛି।

ଜ୍ୟୋତିଷ ଆଧାରିତ ମତକୁ ନିଶ୍ଚିତ ଭବିଷ୍ୟବାଣୀ କିମ୍ବା ଚିକିତ୍ସା, ଆଇନ ଓ ଆର୍ଥିକ ପରାମର୍ଶର ବିକଳ୍ପ ଭାବେ ନେବା ଉଚିତ ନୁହେଁ। ଜୁଲାଇ ୧୫ ତାରିଖର ଦୈନିକ ରାଶିଫଳରେ ବିଭିନ୍ନ ରାଶି ପାଇଁ କାର୍ଯ୍ୟ, ଅର୍ଥ, ସ୍ୱାସ୍ଥ୍ୟ ଓ ସମ୍ପର୍କ ସମ୍ବନ୍ଧୀୟ ସାଧାରଣ ସଙ୍କେତ ଦିଆଯାଇଛି। ମେଷ-ମାନସିକ ଦୁଶ୍ଚିନ୍ତା ଟିକେ କମ୍ ରହିବ । ଚାକିରିରେ ଅସ୍ଥିରତା ମନ ରହିବ, ମାନସିକ ଦୁଃଚିନ୍ତା ଲାଗି ରହିବ । ବନ୍ଧୁ ମିଳନ ଏବଂ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହେବ ।

ରାଜନୈତିକ କ୍ଷେତ୍ରରେ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧି ହେବ । ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବିଦ୍ୟାକ୍ଷେତ୍ରରେ ଅତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ପ୍ରଶଂସା ପାଇବେ ।ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ପ୍ରତିକାର – ମା’ ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁବୃଷ-ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବେ । ଅଚିହ୍ନା ଲୋକଙ୍କ ଠାରୁ ସାହାର୍ଯ୍ୟ ପାଇବେ ।

ବ୍ୟବସାୟରେ ଅଳ୍ପ ପରିଶ୍ରମ କରି ଅଧିକ ଧନ ପାଇବାର ଆଶା ଦେଖାଦେବ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ ।ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁମିଥୁନ-ପାରିବାରିକ ଅସ୍ୱାସ୍ଥ୍ୟକର ପରିସ୍ଥିତିକୁ ନେଇ ଚିନ୍ତିତ ରହିବେ । ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ । ନିଜର ମନ ଅନୁସାରେ କର୍ମ କ୍ଷେତ୍ରରେ ସ୍ୱାଧିନତା ପାଇବେ ।

ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇବ ।ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁକର୍କଟ-ଧର୍ମ ଓ ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ କରିବେ । ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇପାରେ । ରାଜନୀତିରେ କୈାଣସି କାମକୁ ହାତକୁ ନେବେ । ମହିଳା ମାନେ ଇଶ୍ୱର ବିଶ୍ୱାସୀ ହେବେ ।ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁସିଂହ-ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡିବ ।

ଅଫିସରେ ଅଧିକ କାମ କାରଣରୁ ଘର କଥା ବୁଝିବାକୁ ସମୟ ପାଇବେ ନାହିଁ ।ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ପ୍ରତିକାର – ଶ୍ରୀରାମଙ୍କୁ ପୂଜା କରନ୍ତୁକନ୍ୟା-ସାହାର୍ଯ୍ୟକାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଜୀବନ-ସାଥି ଅତି ଉତ୍ତମ ହୋଇଥିବା କାରଣରୁ ଆପଣ ନିଜକୁ ଅତି ଭାଗ୍ୟଶାଳି ଅନୁଭବ କରିବେ । ଚଳଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଂଶସା ପାଇବେ ।ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ପ୍ରତିକାର – ବୁଧଙ୍କର ମନ୍ତ୍ର ପାଠ କରନ୍ତୁତୁଳା-ମହିଳାମାନେ ବନ୍ଧୁ ପରିଜନଙ୍କ ଠାରୁ ପ୍ରଶଂସିତ ହେବେ ।

ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ।

ପାଠକମାନେ ଶୀର୍ଷକ କିମ୍ବା ସୋସିଆଲ୍ ମିଡିଆ ପୋଷ୍ଟକୁ ମାତ୍ର ଆଧାର କରି ନିଷ୍କର୍ଷ ନକରି, ସମ୍ପୃକ୍ତ ସଂସ୍ଥାର ଔପଚାରିକ ସୂଚନା ଓ ପରବର୍ତ୍ତୀ ଅଦ୍ୟତନକୁ ପ୍ରାଥମିକତା ଦିଅନ୍ତୁ। ନୂଆ ପ୍ରମାଣିତ ତଥ୍ୟ ଆସିଲେ ରିପୋର୍ଟକୁ ଆବଶ୍ୟକ ଅନୁସାରେ ଅଦ୍ୟତନ କରାଯିବ।

Saurav Ray
ଲେଖକ
Saurav Ray

Managing operations and organizational strategy at Nirnay TV, overseeing team coordination, workflow management, and the smooth execution of day-to-day newsroom activities. Focused on building an efficient, accountable, and collaborative work environment while supporting the channel’s growth and commitment to impactful journalism.

269 ଟି ଖବର ଦେଖନ୍ତୁ →

ସମ୍ବନ୍ଧିତ ଖବର

ଆରମ୍ଭ ହେଲା ମହା କାର୍ତ୍ତିକ ବ୍ରତ: ୨୫୦୦ ହବିଷ୍ୟାଳୀଙ୍କ ସଙ୍କଳ୍ପ, ରାଇ-ଦାମୋଦର ପୂଜା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼

କୁମାର ପୂର୍ଣ୍ଣିମା ୨୦୨୬: ସୁନ୍ଦର ବର ପାଇଁ କାହିଁକି କରାଯାଏ ଚାନ୍ଦ ପୂଜା? ଜାଣନ୍ତୁ ପୂର୍ଣ୍ଣିମାର ମହତ୍ତ୍ୱ଼

ଆଜି ଶରତ ପୂର୍ଣ୍ଣିମା: ୧୬ କଳାରେ ପୂର୍ଣ୍ଣ ଥାଆନ୍ତି ଚନ୍ଦ୍ରମା, ଏହି ରାତିରେ ବର୍ଷିଥାଏ ଅମୃତ! ଜାଣନ୍ତୁ ଏହି ପୂର୍ଣ୍ଣିମାର ମହତ୍ତ୍ୱ

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)