ସୋମବାର, 26 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
11:54 AM OUSSSC କାର୍ଯ୍ୟାଳୟ ଆଗରେ ଚାକିରି ଆଶାୟୀଙ୍କ ବିକ୍ଷୋଭ: SEBC ଆରକ୍ଷଣରେ ଅନିୟମିତତା ଅଭିଯୋଗ, ୭,୨୬୮ ପଦବୀ ବିଜ୍ଞପ୍ତି ରଦ୍ଦ ଦାବି | 11:37 AM ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ୨୦୧୮ ମାନହାନି ମାମଲାରେ ସୁଲତାନପୁର MP/MLA କୋର୍ଟରୁ ନିର୍ଦ୍ଦୋଷରେ ଖଲାସ | 11:25 AM ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର: ଓଡ଼ିଶାର ପ୍ରସ୍ତୁତି ନେଇ ତଥ୍ୟ ଦେଲେ ମୁଖ୍ୟ ସଚିବ, ୩ ହଜାରରୁ ଅଧିକ ଗର୍ଭବତୀ ମହିଳା ସ୍ଥାନାନ୍ତର | 09:54 AM ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’କୁ ନେଇ ବଡ଼ ବିବାଦ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚରିତ୍ରର ବିକୃତି ଅଭିଯୋଗ, ଟିଜର୍ ପ୍ରତ୍ୟାହାର ପାଇଁ ଦାବି | 11:54 AM OUSSSC କାର୍ଯ୍ୟାଳୟ ଆଗରେ ଚାକିରି ଆଶାୟୀଙ୍କ ବିକ୍ଷୋଭ: SEBC ଆରକ୍ଷଣରେ ଅନିୟମିତତା ଅଭିଯୋଗ, ୭,୨୬୮ ପଦବୀ ବିଜ୍ଞପ୍ତି ରଦ୍ଦ ଦାବି | 11:37 AM ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ୨୦୧୮ ମାନହାନି ମାମଲାରେ ସୁଲତାନପୁର MP/MLA କୋର୍ଟରୁ ନିର୍ଦ୍ଦୋଷରେ ଖଲାସ | 11:25 AM ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର: ଓଡ଼ିଶାର ପ୍ରସ୍ତୁତି ନେଇ ତଥ୍ୟ ଦେଲେ ମୁଖ୍ୟ ସଚିବ, ୩ ହଜାରରୁ ଅଧିକ ଗର୍ଭବତୀ ମହିଳା ସ୍ଥାନାନ୍ତର | 09:54 AM ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’କୁ ନେଇ ବଡ଼ ବିବାଦ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚରିତ୍ରର ବିକୃତି ଅଭିଯୋଗ, ଟିଜର୍ ପ୍ରତ୍ୟାହାର ପାଇଁ ଦାବି | 11:54 AM OUSSSC କାର୍ଯ୍ୟାଳୟ ଆଗରେ ଚାକିରି ଆଶାୟୀଙ୍କ ବିକ୍ଷୋଭ: SEBC ଆରକ୍ଷଣରେ ଅନିୟମିତତା ଅଭିଯୋଗ, ୭,୨୬୮ ପଦବୀ ବିଜ୍ଞପ୍ତି ରଦ୍ଦ ଦାବି | 11:37 AM ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ୨୦୧୮ ମାନହାନି ମାମଲାରେ ସୁଲତାନପୁର MP/MLA କୋର୍ଟରୁ ନିର୍ଦ୍ଦୋଷରେ ଖଲାସ | 11:25 AM ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର: ଓଡ଼ିଶାର ପ୍ରସ୍ତୁତି ନେଇ ତଥ୍ୟ ଦେଲେ ମୁଖ୍ୟ ସଚିବ, ୩ ହଜାରରୁ ଅଧିକ ଗର୍ଭବତୀ ମହିଳା ସ୍ଥାନାନ୍ତର | 09:54 AM ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’କୁ ନେଇ ବଡ଼ ବିବାଦ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚରିତ୍ରର ବିକୃତି ଅଭିଯୋଗ, ଟିଜର୍ ପ୍ରତ୍ୟାହାର ପାଇଁ ଦାବି
ରାଜନୀତି

ଝାରସୁଗୁଡ଼ାରେ BJDକୁ ଝଟକା: ଦଳ ଛାଡ଼ିଲେ ୧୦ କାଉନସିଲର୍

ନ୍ୟୁଜ୍‌ ଡେସ୍କ: ଝାରସୁଗୁଡ଼ାରେ BJDକୁ ଝଟକା: ଦଳ ଛାଡ଼ିଲେ ୧୦ କାଉନସିଲର୍। ଉପଲବ୍ଧ ରିପୋର୍ଟ, ସମ୍ପୃକ୍ତ ପକ୍ଷର ସୂଚନା ଓ ପ୍ରସଙ୍ଗର ଆବଶ୍ୟକ ପୃଷ୍ଠଭୂମିକୁ ଆଧାର କରି ଏହି ଖବର ପ୍ରସ୍ତୁତ କରାଯାଇଛି।

ଦୀପାଳି-ଅଳକାଙ୍କ ପତିଆରା ଲଢ଼େଇ ମଧ୍ୟରେ ଦଳ ଛାଡ଼ିଛନ୍ତି ବିଜୁ ଜନତା ଦଳର ୧୦ ଜଣ କାଉନସିଲର । ଝାରସୁଗୁଡ଼ା: ଦୁଇ ନେତ୍ରୀଙ୍କ ମଧ୍ୟରେ ଫାଟ ବିଜେଡି ପାଇଁ ଭାରି ପଡ଼ିବାରେ ଲାଗିଛି । ବେଲପାହାଡ଼ ପୌରପରିଷଦର ୧୦ କାଉନସିଲର ସାମୁହିକ ଇସ୍ତଫା ଦେଇଛନ୍ତି ।ଝାରଗୁସୁଡାରେ ଅପମାନ ପରେ ଗତ ସପ୍ତାହରେ ନବୀନ ନିବାସରେ ଅଳକାଙ୍କ ଶକ୍ତି ପ୍ରଦର୍ଶନ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଦଳରୁ ଦୁଇ ବରିଷ୍ଠ ନେତାଙ୍କୁ ନିଲମ୍ବନ କରିଥିଲା ବିଜେଡି ।ସେହିପରି ପଢ଼ନ୍ତୁ: ନବୀନଙ୍କ ପାଖରେ ଅଳକା ଫେରାଦ ପରେ ଦୀପାଳିଙ୍କ ସମର୍ଥକଙ୍କୁ ନିଲମ୍ବନ ଚର୍ଚ୍ଚା ଆଉ ନିଲମ୍ବନ ପରେ ଝାରସୁଗୁଡ଼ା ବିଜେଡିରେ ଅସନ୍ତୋଷର ନିଆଁ କୁହୁଳିଛି ।

ଆଉ କିଛି ଘଣ୍ଟା ପରେ ଦୀପାଳିଙ୍କ ଅନୁଗତଙ୍କ ବିରୋଧରେ ଆକ୍ସନ୍ ନେଇଥିଲା ବିଜେଡି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲାର ଦୁଇ ଜଣ ପ୍ରମୁଖ ନେତାଙ୍କୁ ନିଲମ୍ବନ କରାଯାଇଥିଲା । ଆଉ ଦଳରୁ ସମୂହ ଇସ୍ତଫା ପ୍ରଦାନ କରିଛନ୍ତି । ନିଲମ୍ବିତଙ୍କ ମଧ୍ୟରୁ ବେଲପାହାଡ଼ ପୌରପରିଷଦର ହିତେଶ ଠକ୍କର ଅନ୍ୟତମ ।ଏବେ ହିତେଶଙ୍କ ନିଲମ୍ବନକୁ ବିରୋଧ କରିଛନ୍ତି ବେଲପାହାଡ଼ ପୌରପରିଷଦର ୧୦ ଜଣ ବିଜେଡି କାଉନସିଲର । ବିଜେଡିର ୧୦ ଜଣ କାଉନସିଲରଙ୍କ ସହ ସେମାନଙ୍କୁ ସମର୍ଥନ କରି ୨୦୦ରୁ ଅଧିକ ଦଳୀୟ କର୍ମୀ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି ।ସେହିପରି ପଢ଼ନ୍ତୁ: ରାଜନୈତିକ ପ୍ରତିବାଦରେ ସ୍କୁଲ ପିଲାଙ୍କୁ ବ୍ୟବହାର କରି ଫସିଲା ବିଜେଡି ଗତ ସପ୍ତାହରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ, ଅଳକା ମହାନ୍ତି ସମର୍ଥକଙ୍କ ଧରି ଭେଟିଥିଲେ ।

ଆଉ ଏବେ ନିଲମ୍ବନ ପ୍ରତିବାଦରେ ସାମୁହିକ ଇସ୍ତଫା ନେତ୍ରୀଙ୍କ କଳିକୁ ଶାଣିତ କରିଛି ।ଝାରସୁଗୁ଼ଡ଼ା ସହ ଏହି ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅଳକା, ନବୀନଙ୍କୁ ଭେଟିବାର କେଇ ଘଣ୍ଟାରେ ବିଜେଡି ଦଳରୁ ୨ ଜଣଙ୍କୁ ନିଲମ୍ବିତ କରିଥିଲା । ଦୀପାଳି-ଅଳକାଙ୍କ କଳି ଆଗକୁ କେଉଁ ମୋଡ଼ ନେଉଛି ଏବେ ତାହା ଉପରେ ସମସ୍ତଙ୍କ ନଜର । ଆଉ ନିଲମ୍ବନ, ସାମୁହିକ ଇସ୍ତଫା ପରେ ବିଜେଡି ପ୍ୟାଚ୍ ପକାଇବାକୁ ପଦକ୍ଷେପ ନେବ ନା ଦଳରେ ଫାଟ ଆହୁରି ବଢ଼ିବ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

ପାଠକମାନେ ସୋସିଆଲ୍ ମିଡିଆର ଛୋଟ ପୋଷ୍ଟ କିମ୍ବା ଅପ୍ରମାଣିତ ଦାବି ଉପରେ ନିଷ୍କର୍ଷ ନକରି, ସମ୍ପୃକ୍ତ ସଂସ୍ଥାର ଔପଚାରିକ ସୂଚନା ଓ ପରବର୍ତ୍ତୀ ଅଦ୍ୟତନକୁ ପ୍ରାଥମିକତା ଦିଅନ୍ତୁ। ନୂଆ ପ୍ରମାଣିତ ତଥ୍ୟ ଆସିଲେ ଏହି ରିପୋର୍ଟକୁ ଆବଶ୍ୟକ ଅନୁସାରେ ଅଦ୍ୟତନ କରାଯିବ।

Saurav Ray
ଲେଖକ
Saurav Ray

Managing operations and organizational strategy at Nirnay TV, overseeing team coordination, workflow management, and the smooth execution of day-to-day newsroom activities. Focused on building an efficient, accountable, and collaborative work environment while supporting the channel’s growth and commitment to impactful journalism.

269 ଟି ଖବର ଦେଖନ୍ତୁ →

ସମ୍ବନ୍ଧିତ ଖବର

ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ୨୦୧୮ ମାନହାନି ମାମଲାରେ ସୁଲତାନପୁର MP/MLA କୋର୍ଟରୁ ନିର୍ଦ୍ଦୋଷରେ ଖଲାସ

ବ୍ରାଜିଲ୍ ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ: ଫ୍ଲାଭିଓ ବୋଲସୋନାରୋଙ୍କୁ ହରାଇ ୪ର୍ଥ ଥର ପାଇଁ କ୍ଷମତାକୁ ଫେରିଲେ ଲୁଲା ଦା ସିଲ୍‌ଭା

କୋର୍ଟରେ ହାଜର ପୂର୍ବରୁ ସୁଲତାନପୁର ରାସ୍ତାରେ ଅଘଟଣ, ଦୁର୍ଘଟଣାଗ୍ରସ୍ତ ହେଲା ରାହୁଲ ଗାନ୍ଧୀଙ୍କ କାରକେଡ୍

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)