ଶନିବାର, 24 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
07:50 AM ସମ୍ଭାବ୍ୟ ବାତ୍ୟା ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ: ନଭେମ୍ବର ୪ ଓ ୫କୁ ଘୁଞ୍ଚିଲା କାର୍ଯ୍ୟକ୍ରମ | 07:33 AM ରିଲିଜ୍ ପୂର୍ବରୁ ଧମାଲ୍ କରୁଛି ନୀତେଶ ତିୱାରୀଙ୍କ ‘ରାମାୟଣ’: ଆଡଭାନ୍ସ ବୁକିଂରେ କୋଟି କୋଟି କମିଶନ | 05:10 AM ୭୨୬୮ଟି ପଦବୀ ପାଇଁ ବଡ଼ ନିଯୁକ୍ତି: OUSSSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ, ଆଜିଠାରୁ ଆବେଦନ ଆରମ୍ଭ | 04:00 AM ଓଡ଼ିଶା ମୁହାଁ ବାତ୍ୟା: ଅକ୍ଟୋବର ୨୭ରୁ ୨୯ ପ୍ରଳୟଙ୍କରୀ ବର୍ଷା ଓ ପବନ ଆଶଙ୍କା, ସରକାର ହାଇ ଆଲର୍ଟରେ | 07:50 AM ସମ୍ଭାବ୍ୟ ବାତ୍ୟା ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ: ନଭେମ୍ବର ୪ ଓ ୫କୁ ଘୁଞ୍ଚିଲା କାର୍ଯ୍ୟକ୍ରମ | 07:33 AM ରିଲିଜ୍ ପୂର୍ବରୁ ଧମାଲ୍ କରୁଛି ନୀତେଶ ତିୱାରୀଙ୍କ ‘ରାମାୟଣ’: ଆଡଭାନ୍ସ ବୁକିଂରେ କୋଟି କୋଟି କମିଶନ | 05:10 AM ୭୨୬୮ଟି ପଦବୀ ପାଇଁ ବଡ଼ ନିଯୁକ୍ତି: OUSSSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ, ଆଜିଠାରୁ ଆବେଦନ ଆରମ୍ଭ | 04:00 AM ଓଡ଼ିଶା ମୁହାଁ ବାତ୍ୟା: ଅକ୍ଟୋବର ୨୭ରୁ ୨୯ ପ୍ରଳୟଙ୍କରୀ ବର୍ଷା ଓ ପବନ ଆଶଙ୍କା, ସରକାର ହାଇ ଆଲର୍ଟରେ | 07:50 AM ସମ୍ଭାବ୍ୟ ବାତ୍ୟା ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ: ନଭେମ୍ବର ୪ ଓ ୫କୁ ଘୁଞ୍ଚିଲା କାର୍ଯ୍ୟକ୍ରମ | 07:33 AM ରିଲିଜ୍ ପୂର୍ବରୁ ଧମାଲ୍ କରୁଛି ନୀତେଶ ତିୱାରୀଙ୍କ ‘ରାମାୟଣ’: ଆଡଭାନ୍ସ ବୁକିଂରେ କୋଟି କୋଟି କମିଶନ | 05:10 AM ୭୨୬୮ଟି ପଦବୀ ପାଇଁ ବଡ଼ ନିଯୁକ୍ତି: OUSSSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ, ଆଜିଠାରୁ ଆବେଦନ ଆରମ୍ଭ | 04:00 AM ଓଡ଼ିଶା ମୁହାଁ ବାତ୍ୟା: ଅକ୍ଟୋବର ୨୭ରୁ ୨୯ ପ୍ରଳୟଙ୍କରୀ ବର୍ଷା ଓ ପବନ ଆଶଙ୍କା, ସରକାର ହାଇ ଆଲର୍ଟରେ
ଓଡ଼ିଶା

ସମ୍ଭାବ୍ୟ ବାତ୍ୟା ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ: ନଭେମ୍ବର ୪ ଓ ୫କୁ ଘୁଞ୍ଚିଲା କାର୍ଯ୍ୟକ୍ରମ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁଥିବା ସମ୍ଭାବ୍ୟ ସାମୁଦ୍ରିକ ଝଡ଼ କାରଣରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଜ ଜିଲ୍ଲା ଗସ୍ତକୁ ସ୍ଥଗିତ ରଖାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ଆଗାମୀ ଅକ୍ଟୋବର ୨୮ ଏବଂ ୨୯ ତାରିଖରେ ହେବାକୁଥିବା ମୟୂରଭଞ୍ଜ ଗସ୍ତ ପ୍ରତିକୂଳ ପାଣିପାଗ ଯୋଗୁଁ ଏକ ସପ୍ତାହ ପାଇଁ ଘୁଞ୍ଚାଯାଇଛି।

ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସୂଚନା ମୁତାବକ, ରାଷ୍ଟ୍ରପତିଙ୍କ ଏହି ଗସ୍ତ ବାତିଲ ହୋଇନାହିଁ, ବରଂ ଏହାକୁ ସ୍ଥଗିତ ରଖାଯାଇ ଆଗାମୀ ନଭେମ୍ବର ୪ ଏବଂ ୫ ତାରିଖକୁ ପୁନଃନିର୍ଦ୍ଧାରିତ କରାଯାଇଛି। ନିଜର ଦୁଇଦିନିଆ ଓଡ଼ିଶା ଗସ୍ତ ସମୟରେ ରାଷ୍ଟ୍ରପତି ରାଇରଙ୍ଗପୁର, ବାହାଲ୍ଡାସ୍ଥିତ ମାଆ କିଚକେଶ୍ୱରୀ ମନ୍ଦିର, ଗୋରୁମହିଷାଣୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସୁରକ୍ଷା ଏବଂ ପାଣିପାଗ ସ୍ଥିତିକୁ ବିଚାରକୁ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)