ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ବ୍ରହ୍ମପୁର MKCG ରେ ଅଲୌକିକ ଶିଶୁର ଜନ୍ମ: ଗୋଟିଏ ଶରୀର, ଦୁଇଟି ମୁଣ୍ଡ; କନ୍ଧମାଳର ମହିଳା ଦେଲେ ଜନ୍ମ

ବ୍ରହ୍ମପୁର/କନ୍ଧମାଳ: ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏକ ବିରଳ ଡାକ୍ତରୀ ଘଟଣା ସାମ୍ନାକୁ ଆସିଛି। କନ୍ଧମାଳ ଜିଲ୍ଲାର ଜଣେ ମହିଳା ଦୁଇଟି ମୁଣ୍ଡ ଥିବା ଏକ ଶିଶୁକୁ ଜନ୍ମ ଦେଇଛନ୍ତି, ଯାହା ଡାକ୍ତରୀ ବିଶେଷଜ୍ଞ ଏବଂ ସାଧାରଣରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି।

ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବଜାତ ଶିଶୁଟିର ଗୋଟିଏ ଶରୀର ଏବଂ ଗୋଟିଏ ହୃଦୟ ରହିଥିବା ବେଳେ ଦୁଇଟି ସମ୍ପୂର୍ଣ୍ଣ ସୃଷ୍ଟ ମୁଣ୍ଡ ରହିଛି। ଡାକ୍ତରୀ ବିଜ୍ଞାନ ଭାଷାରେ ଏହି ବିରଳ ସ୍ଥିତିକୁ ‘କ୍ରାନିଓପାଗସ୍ ପାରାସାଇଟିକସ୍’ କୁହାଯାଏ। ଏହା ଏକ ଅତ୍ୟନ୍ତ ବିରଳ ଗର୍ଭାବସ୍ଥା ଜନିତ ସମସ୍ୟା, ଯେଉଁଥିରେ ଯାଆଁଳା ଶିଶୁ ଗଠନ ହେବା ସମୟରେ ଗୋଟିଏ ଶରୀର ସହ ଦୁଇଟି ମୁଣ୍ଡ ଯୋଡ଼ି ହୋଇ ରହିଯାଏ।

ଜନ୍ମ ପରେ ଶିଶୁଟିକୁ ତୁରନ୍ତ ଏମ୍‌କେସିଜିର ସ୍ପେଶାଲ ନ୍ୟୁବୋର୍ଣ୍ଣ କେୟାର ୟୁନିଟ୍ (SNCU) ରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଦଳ ଶିଶୁଟିର ଶ୍ୱାସକ୍ରିୟା, ହୃଦ୍‌ସ୍ପନ୍ଦନ ଏବଂ ଅନ୍ୟାନ୍ୟ ଜରୁରୀ ସ୍ୱାସ୍ଥ୍ୟାବସ୍ଥା ଉପରେ କ୍ରମାଗତ ନଜର ରଖିଛନ୍ତି। ଶିଶୁଟିର ଚିକିତ୍ସା ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଶିଶୁ ଶଲ୍ୟ ଚିକିତ୍ସକ ଏବଂ ବିଶେଷଜ୍ଞ ଦଳ ନିୟୋଜିତ ଅଛନ୍ତି। ଏହି ବିରଳ ଜନ୍ମକୁ ନେଇ ମେଡିକାଲ ପରିସରରେ ଗଭୀର ଉତ୍ସୁକତା ପ୍ରକାଶ ପାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)