ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଭାରତ

SIR ବିବାଦ: ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପ୍ରକ୍ରିୟା ବଦଳାଇବାକୁ କେରଳର ଦାବି

ଥିରୁବନନ୍ତପୁରମ୍: ଭୋଟ୍ ତାଲିକା ସଂଶୋଧନକୁ ନେଇ ଦେଶବ୍ୟାପୀ ଜାରି ରହିଥିବା ରାଜନୈତିକ ଘମାଘୋଟ୍ ମଧ୍ୟରେ କେରଳ ବିଧାନସଭା ଏକ ବଡ଼ ପଦକ୍ଷେପ ନେଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଅପସାରଣ କରାଯିବା ଦାବିରେ କେରଳ ବିଧାନସଭାରେ ଏକ ସଂକଳ୍ପ ପାସ୍ କରାଯାଇଛି।

ଭୋଟରମାନଙ୍କୁ ବାଦ୍ ଦେବା ଏବଂ ନିର୍ବାଚନ ଆୟୋଗର ନିରପେକ୍ଷତାକୁ ନେଇ ଗଭୀର ଚିନ୍ତାପ୍ରକଟ କରି ଏହି ପ୍ରସ୍ତାବ ଅଣାଯାଇଛି।

ପ୍ରସ୍ତାବର ମୁଖ୍ୟ ବିନ୍ଦୁଗୁଡ଼ିକ: ମୁଖ୍ୟମନ୍ତ୍ରୀ ଭି.ଡି. ସତୀସନଙ୍କ ଦ୍ୱାରା ଉପସ୍ଥାପିତ ଏହି ସଂକଳ୍ପରେ କୁହାଯାଇଛି ଯେ SIR ପ୍ରକ୍ରିୟା ଯୋଗୁଁ ଯୋଗ୍ୟ ଭୋଟରମାନେ ସେମାନଙ୍କ ମତଦାନ ଅଧିକାରରୁ ବଞ୍ଚିତ ହୋଇପାରନ୍ତି।

ନିର୍ବାଚନ ଆୟୋଗଙ୍କ ଏପରି ପଦକ୍ଷେପକୁ ନେଇ ଗଭୀର ଉଦବେଗ ପ୍ରକାଶ କରାଯିବା ସହ ବାଦ୍ ପଡ଼ିଥିବା ସମସ୍ତ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାର ତୁରନ୍ତ ଫେରାଇଦେବାକୁ ଦାବି କରାଯାଇଛି।

ଏହାବ୍ୟତୀତ, ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀଦଳ ନେତା ଏବଂ ଭାରତର ପ୍ରଧାନ ବିଚାରପତିଙ୍କୁ ସାମିଲ କରାଗଲେ ଆୟୋଗର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରହିବ ବୋଲି ସଂକଳ୍ପରେ ଦର୍ଶାଯାଇଛି।

ଦେଶର ନିର୍ବାଚନୀ ବ୍ୟବସ୍ଥାର ସ୍ୱାଧୀନତା ଏବଂ ଭୋଟରଙ୍କ ଅଧିକାରକୁ ନେଇ ଏହି ପଦକ୍ଷେପ ରାଜନୈତିକ ବାତାବରଣକୁ ଆହୁରି ସରଗରମ କରିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)