ଶନିବାର, 24 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:22 AM କେମ୍ବ୍ରିଜ୍‌ରେ କେମିତି ହୋଇଥିଲା ସୋନିଆ-ରାଜୀବଙ୍କ ପ୍ରଥମ ଭେଟ୍? ଆତ୍ମଜୀବନୀ ଆସିବା ପୂର୍ବରୁ ବଡ଼ ଖୁଲାସା | 09:15 AM ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପଦକ୍ଷେପ: ପାଞ୍ଚଟି ରାଜ୍ୟ ପାଇଁ ‘ୱାର୍ ରୁମ୍’ ଅଧ୍ୟକ୍ଷ କଲେ ନିଯୁକ୍ତି | 09:10 AM ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ: ୨୦୫ଟି ଟିମ୍ ମୁତୟନ, ଜରୁରୀକାଳୀନ ପରିସ୍ଥିତି ପାଇଁ ସଜାଗ ପ୍ରଶାସନ | 08:59 AM ଆସୁଛନ୍ତି ମୋଦି: ୫୦ ପ୍ଲାଟୁନ୍ ପୁଲିସ ମୁତୟନ ଓ ଟ୍ରାଫିକ୍ କଟକଣା ଜାରି | 09:22 AM କେମ୍ବ୍ରିଜ୍‌ରେ କେମିତି ହୋଇଥିଲା ସୋନିଆ-ରାଜୀବଙ୍କ ପ୍ରଥମ ଭେଟ୍? ଆତ୍ମଜୀବନୀ ଆସିବା ପୂର୍ବରୁ ବଡ଼ ଖୁଲାସା | 09:15 AM ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପଦକ୍ଷେପ: ପାଞ୍ଚଟି ରାଜ୍ୟ ପାଇଁ ‘ୱାର୍ ରୁମ୍’ ଅଧ୍ୟକ୍ଷ କଲେ ନିଯୁକ୍ତି | 09:10 AM ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ: ୨୦୫ଟି ଟିମ୍ ମୁତୟନ, ଜରୁରୀକାଳୀନ ପରିସ୍ଥିତି ପାଇଁ ସଜାଗ ପ୍ରଶାସନ | 08:59 AM ଆସୁଛନ୍ତି ମୋଦି: ୫୦ ପ୍ଲାଟୁନ୍ ପୁଲିସ ମୁତୟନ ଓ ଟ୍ରାଫିକ୍ କଟକଣା ଜାରି | 09:22 AM କେମ୍ବ୍ରିଜ୍‌ରେ କେମିତି ହୋଇଥିଲା ସୋନିଆ-ରାଜୀବଙ୍କ ପ୍ରଥମ ଭେଟ୍? ଆତ୍ମଜୀବନୀ ଆସିବା ପୂର୍ବରୁ ବଡ଼ ଖୁଲାସା | 09:15 AM ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପଦକ୍ଷେପ: ପାଞ୍ଚଟି ରାଜ୍ୟ ପାଇଁ ‘ୱାର୍ ରୁମ୍’ ଅଧ୍ୟକ୍ଷ କଲେ ନିଯୁକ୍ତି | 09:10 AM ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ: ୨୦୫ଟି ଟିମ୍ ମୁତୟନ, ଜରୁରୀକାଳୀନ ପରିସ୍ଥିତି ପାଇଁ ସଜାଗ ପ୍ରଶାସନ | 08:59 AM ଆସୁଛନ୍ତି ମୋଦି: ୫୦ ପ୍ଲାଟୁନ୍ ପୁଲିସ ମୁତୟନ ଓ ଟ୍ରାଫିକ୍ କଟକଣା ଜାରି
ଭାରତ

ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପଦକ୍ଷେପ: ପାଞ୍ଚଟି ରାଜ୍ୟ ପାଇଁ ‘ୱାର୍ ରୁମ୍’ ଅଧ୍ୟକ୍ଷ କଲେ ନିଯୁକ୍ତି

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଶନିବାର ଦିନ କଂଗ୍ରେସ ହାଇକମାଣ୍ଡ ପାଞ୍ଚଟି ରାଜ୍ୟ ପାଇଁ ନିର୍ବାଚନୀ ‘ୱାର୍ ରୁମ୍’ର ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ଦେଇଛନ୍ତି। AICC ସାଧାରଣ ସମ୍ପାଦକ କେ.ସି. ଭେଣୁଗୋପାଳଙ୍କ ଦ୍ୱାରା ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ନିର୍ବାଚନୀ ରଣନୀତି, ତଥ୍ୟ ବିଶ୍ଳେଷଣ ଏବଂ ପ୍ରଚାର କାର୍ଯ୍ୟକୁ ସୁସଜ୍ଜିତ କରିବା ପାଇଁ ବିଭିନ୍ନ ରାଜ୍ୟରେ ନିମ୍ନୋକ୍ତ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି:

ଉତ୍ତର ପ୍ରଦେଶ: ସଚିନ୍ ଯାଦବ

ପଞ୍ଜାବ: କନ୍ନନ ଗୋପୀନାଥନ

ଗୋଆ: ଇମ୍ରୋଜ ଖାନ

ମଣିପୁର: ବିଶ୍ୱରଞ୍ଜନ ମହାନ୍ତି

ଉତ୍ତରାଖଣ୍ଡ: କୃଷନ ସାତ୍ରୋଡ

ନିର୍ବାଚନ ସମୟରେ ଦଳୀୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଏବଂ କେନ୍ଦ୍ରୀୟ ନେତୃତ୍ୱ ସହ ସମନ୍ୱୟ ରକ୍ଷା କରିବାରେ ଏହି ୱାର୍ ରୁମ୍‌ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)