ଶନିବାର, 24 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:22 AM କେମ୍ବ୍ରିଜ୍‌ରେ କେମିତି ହୋଇଥିଲା ସୋନିଆ-ରାଜୀବଙ୍କ ପ୍ରଥମ ଭେଟ୍? ଆତ୍ମଜୀବନୀ ଆସିବା ପୂର୍ବରୁ ବଡ଼ ଖୁଲାସା | 09:15 AM ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପଦକ୍ଷେପ: ପାଞ୍ଚଟି ରାଜ୍ୟ ପାଇଁ ‘ୱାର୍ ରୁମ୍’ ଅଧ୍ୟକ୍ଷ କଲେ ନିଯୁକ୍ତି | 09:10 AM ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ: ୨୦୫ଟି ଟିମ୍ ମୁତୟନ, ଜରୁରୀକାଳୀନ ପରିସ୍ଥିତି ପାଇଁ ସଜାଗ ପ୍ରଶାସନ | 08:59 AM ଆସୁଛନ୍ତି ମୋଦି: ୫୦ ପ୍ଲାଟୁନ୍ ପୁଲିସ ମୁତୟନ ଓ ଟ୍ରାଫିକ୍ କଟକଣା ଜାରି | 09:22 AM କେମ୍ବ୍ରିଜ୍‌ରେ କେମିତି ହୋଇଥିଲା ସୋନିଆ-ରାଜୀବଙ୍କ ପ୍ରଥମ ଭେଟ୍? ଆତ୍ମଜୀବନୀ ଆସିବା ପୂର୍ବରୁ ବଡ଼ ଖୁଲାସା | 09:15 AM ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପଦକ୍ଷେପ: ପାଞ୍ଚଟି ରାଜ୍ୟ ପାଇଁ ‘ୱାର୍ ରୁମ୍’ ଅଧ୍ୟକ୍ଷ କଲେ ନିଯୁକ୍ତି | 09:10 AM ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ: ୨୦୫ଟି ଟିମ୍ ମୁତୟନ, ଜରୁରୀକାଳୀନ ପରିସ୍ଥିତି ପାଇଁ ସଜାଗ ପ୍ରଶାସନ | 08:59 AM ଆସୁଛନ୍ତି ମୋଦି: ୫୦ ପ୍ଲାଟୁନ୍ ପୁଲିସ ମୁତୟନ ଓ ଟ୍ରାଫିକ୍ କଟକଣା ଜାରି | 09:22 AM କେମ୍ବ୍ରିଜ୍‌ରେ କେମିତି ହୋଇଥିଲା ସୋନିଆ-ରାଜୀବଙ୍କ ପ୍ରଥମ ଭେଟ୍? ଆତ୍ମଜୀବନୀ ଆସିବା ପୂର୍ବରୁ ବଡ଼ ଖୁଲାସା | 09:15 AM ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପଦକ୍ଷେପ: ପାଞ୍ଚଟି ରାଜ୍ୟ ପାଇଁ ‘ୱାର୍ ରୁମ୍’ ଅଧ୍ୟକ୍ଷ କଲେ ନିଯୁକ୍ତି | 09:10 AM ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ: ୨୦୫ଟି ଟିମ୍ ମୁତୟନ, ଜରୁରୀକାଳୀନ ପରିସ୍ଥିତି ପାଇଁ ସଜାଗ ପ୍ରଶାସନ | 08:59 AM ଆସୁଛନ୍ତି ମୋଦି: ୫୦ ପ୍ଲାଟୁନ୍ ପୁଲିସ ମୁତୟନ ଓ ଟ୍ରାଫିକ୍ କଟକଣା ଜାରି
ଓଡ଼ିଶା

ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ: ୨୦୫ଟି ଟିମ୍ ମୁତୟନ, ଜରୁରୀକାଳୀନ ପରିସ୍ଥିତି ପାଇଁ ସଜାଗ ପ୍ରଶାସନ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁଥିବା ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ମୁକାବିଲା ପାଇଁ ରାଜ୍ୟ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ବିଭାଗ ପକ୍ଷରୁ ମୋଟ ୨୦୫ଟି ସ୍ୱତନ୍ତ୍ର ଟିମ୍ କୁ ମଇଦାନକୁ ଓହ୍ଲାଯିବା ନେଇ ବ୍ୟବସ୍ଥା କରାଯାଇଛି।

ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏହି ଟିମ୍‌ଗୁଡ଼ିକୁ ମୁତୟନ କରାଯିବ ଏବଂ ସେମାନେ ୨୪ ଘଣ୍ଟିଆ ଆର୍ଟ ମୋଡ଼ରେ ରହିବେ। ବାତ୍ୟା ସମୟରେ କିମ୍ବା ପରେ ହେବାକୁଥିବା ଜଳବନ୍ଦୀ, ଗଛ ଖସି ପଡ଼ିବା, ଘର ଭୁଶୁଡ଼ିବା ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ଟିମ୍‌ଗୁଡ଼ିକୁ ଅତ୍ୟାଧୁନିକ ଉଦ୍ଧାରକାରୀ ସରଞ୍ଜାମ, ବୋଟ୍, କଟର୍ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ଉପକରଣରେ ସଜ୍ଜିତ କରାଯାଇଛି। ଏହା ସହିତ ନିୟନ୍ତ୍ରଣ କକ୍ଷ ଗୁଡ଼ିକ ଦିନରାତି କାର୍ଯ୍ୟ କରିବ ଏବଂ ଜିଲ୍ଲା ପ୍ରଶାସନ ସହିତ ତାଳମେଳ ରଖି କାର୍ଯ୍ୟ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)