ଶୁକ୍ରବାର, 23 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
05:05 AM ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ ଅପ୍‌ଡେଟ୍: ସୋସିଆଲ ମିଡିଆରୁ ବିରତି ନେଲେ ବିଗ୍ ବି, ପ୍ରଶଂସକ ଚିନ୍ତିତ | 04:58 AM ECI ରେ ବ୍ୟାପକ ବିବାଦ: ଦୁଇ ନିର୍ବାଚନ ଆୟୁକ୍ତଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲେ କ୍ୟାବିନେଟ୍ ସଚିବାଳୟ | 04:13 AM ଦୁର୍ଘଟଣାରେ ମୁଣ୍ଡରେ ଗୁରୁତର ଆଘାତ: ଡାକ୍ତରଙ୍କ ଅଦ୍ଭୁତ କୌଶଳରେ ବଞ୍ଚିଗଲା ଯୁବକଙ୍କ ପ୍ରାଣ | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 05:05 AM ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ ଅପ୍‌ଡେଟ୍: ସୋସିଆଲ ମିଡିଆରୁ ବିରତି ନେଲେ ବିଗ୍ ବି, ପ୍ରଶଂସକ ଚିନ୍ତିତ | 04:58 AM ECI ରେ ବ୍ୟାପକ ବିବାଦ: ଦୁଇ ନିର୍ବାଚନ ଆୟୁକ୍ତଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲେ କ୍ୟାବିନେଟ୍ ସଚିବାଳୟ | 04:13 AM ଦୁର୍ଘଟଣାରେ ମୁଣ୍ଡରେ ଗୁରୁତର ଆଘାତ: ଡାକ୍ତରଙ୍କ ଅଦ୍ଭୁତ କୌଶଳରେ ବଞ୍ଚିଗଲା ଯୁବକଙ୍କ ପ୍ରାଣ | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 05:05 AM ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ ଅପ୍‌ଡେଟ୍: ସୋସିଆଲ ମିଡିଆରୁ ବିରତି ନେଲେ ବିଗ୍ ବି, ପ୍ରଶଂସକ ଚିନ୍ତିତ | 04:58 AM ECI ରେ ବ୍ୟାପକ ବିବାଦ: ଦୁଇ ନିର୍ବାଚନ ଆୟୁକ୍ତଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲେ କ୍ୟାବିନେଟ୍ ସଚିବାଳୟ | 04:13 AM ଦୁର୍ଘଟଣାରେ ମୁଣ୍ଡରେ ଗୁରୁତର ଆଘାତ: ଡାକ୍ତରଙ୍କ ଅଦ୍ଭୁତ କୌଶଳରେ ବଞ୍ଚିଗଲା ଯୁବକଙ୍କ ପ୍ରାଣ | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ
ଭାରତ

ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ ଅପ୍‌ଡେଟ୍: ସୋସିଆଲ ମିଡିଆରୁ ବିରତି ନେଲେ ବିଗ୍ ବି, ପ୍ରଶଂସକ ଚିନ୍ତିତ

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟ ଏବେ ତାଙ୍କ କୋଟି କୋଟି ପ୍ରଶଂସକଙ୍କ ମନରେ ଗଭୀର ଚିନ୍ତା ସୃଷ୍ଟି କରିଛି। ନିୟମିତ ଭାବେ ନିଜ ବ୍ଲଗ୍ ଏବଂ ସୋସିଆଲ୍ ପ୍ଲାଟଫର୍ମ ମାଧ୍ୟମରେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇରହୁଥିବା ବିଗ୍ ବି ହଠାତ୍ ଲେଖାଲେଖିରୁ ନିଜକୁ ଦୂରେଇ ରଖିବାକୁ ଘୋଷଣା କରିଛନ୍ତି।

ନିଜର ଅଫିସିଆଲ୍ ପ୍ଲାଟଫର୍ମ ଏବଂ ବ୍ଲଗ୍‌ରେ ପୋଷ୍ଟ କରି ଅମିତାଭ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଡାକ୍ତରମାନେ କିଛି ଦିନ କଡ଼ା ବିଶ୍ରାମ ନେବାକୁ ଏବଂ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସମୟ ଦେବାକୁ ପରାମର୍ଶ ଦେଇଛନ୍ତି। ଏହି କାରଣରୁ ସେ ବର୍ତ୍ତମାନ କିଛି ଲେଖିବା କିମ୍ବା ଯୋଗାଯୋଗ ରଖିବା ସ୍ଥିତିରେ ନାହାନ୍ତି। ତେବେ ସେ କୌଣସି ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ସ୍ପଷ୍ଟ କରି ନାହାନ୍ତି।

ସୂଚନାଯୋଗ୍ୟ ଯେ, ନିକଟରେ ‘କୌନ୍ ବନେଗା କରୋଡ଼ପତି’ (KBC 18) ର ସୁଟିଂ ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା କଥା ସେ ନିଜେ ସେୟାର କରିଥିଲେ। ତେବେ ଏହି ବିଶ୍ରାମ ଘୋଷଣା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କର ଶୀଘ୍ର ଆରୋଗ୍ୟ ଏବଂ ସୁସ୍ଥତା କାମନା କରିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)