ଶୁକ୍ରବାର, 23 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
04:13 AM ଦୁର୍ଘଟଣାରେ ମୁଣ୍ଡରେ ଗୁରୁତର ଆଘାତ: ଡାକ୍ତରଙ୍କ ଅଦ୍ଭୁତ କୌଶଳରେ ବଞ୍ଚିଗଲା ଯୁବକଙ୍କ ପ୍ରାଣ | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 03:20 AM ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍ | 03:07 AM କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା? | 04:13 AM ଦୁର୍ଘଟଣାରେ ମୁଣ୍ଡରେ ଗୁରୁତର ଆଘାତ: ଡାକ୍ତରଙ୍କ ଅଦ୍ଭୁତ କୌଶଳରେ ବଞ୍ଚିଗଲା ଯୁବକଙ୍କ ପ୍ରାଣ | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 03:20 AM ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍ | 03:07 AM କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା? | 04:13 AM ଦୁର୍ଘଟଣାରେ ମୁଣ୍ଡରେ ଗୁରୁତର ଆଘାତ: ଡାକ୍ତରଙ୍କ ଅଦ୍ଭୁତ କୌଶଳରେ ବଞ୍ଚିଗଲା ଯୁବକଙ୍କ ପ୍ରାଣ | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 03:20 AM ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍ | 03:07 AM କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା?
ସ୍ଵତନ୍ତ୍ର

ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ

ଭୁବନେଶ୍ୱର: ଅନେକ ଘରେ ଗରମ ଗରମ ରୁଟିକୁ ଅଧିକ ସମୟ ପର୍ଯ୍ୟନ୍ତ ନରମ ରଖିବା କିମ୍ବା ତେଲ ଶୋଷିବା ପାଇଁ ପୁରୁଣା ଖବର କାଗଜ ବ୍ୟବହାର କରିବାର ଅଭ୍ୟାସ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଏହି ଛୋଟ ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିପାରେ? ଖାଦ୍ୟ ସୁରକ୍ଷା ଏବଂ ମାନକ କର୍ତ୍ତୃପକ୍ଷ ମଧ୍ୟ ଖାଦ୍ୟକୁ ଖବରକାଗଜରେ ରଖିବାକୁ କଡ଼ା ନିଷେଧ କରିଛନ୍ତି।

ଖବର କାଗଜ ଛାପିବାରେ ବ୍ୟବହୃତ ହେଉଥିବା ସ୍ୟାହିରେ ବିଭିନ୍ନ ପ୍ରକାରର ହାନିକାରକ ରାସାୟନିକ ପଦାର୍ଥ ଏବଂ ରଙ୍ଗ ରହିଥାଏ। ଯେତେବେଳେ ଗରମ ଗରମ ରୁଟିକୁ ସିଧାସଳଖ ଖବରକାଗଜ ସଂସ୍ପର୍ଶରେ ରଖାଯାଏ, ସେତେବେଳେ ସ୍ୟାହିରେ ଥିବା କେମିକାଲଗୁଡ଼ିକ ତରଳି ଖାଦ୍ୟ ସହିତ ମିଶିଯାଇଥାଏ। ଏହି ବିଷାକ୍ତ ପଦାର୍ଥଗୁଡ଼ିକ ଶରୀର ଭିତରକୁ ପ୍ରବେଶ କରି ପେଟ ସମସ୍ୟା, ହଜମ ପ୍ରକ୍ରିୟାରେ ଗଣ୍ଡଗୋଳ ଏବଂ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।

ଏହା ବ୍ୟତୀତ ଖବରକାଗଜ ପ୍ରିଣ୍ଟିଙ୍ଗ୍ ପ୍ରେସ୍‌ରୁ ବାହାରି ବିଭିନ୍ନ ହାତ ଦେଇ ଗ୍ରାହକଙ୍କ ପାଖରେ ପହଞ୍ଚିବା ଭିତରୁ ସେଥିରେ ବହୁତ ଧୂଳିମଳି ଏବଂ ଅପରିଷ୍କାର ପଦାର୍ଥ ଲାଗିରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ।

ରୁଟି ସୁରକ୍ଷିତ ରଖିବାର ଉପାୟ:

ଅଖାବାର ବଦଳରେ ରୁଟିକୁ ସର୍ବଦା ପରିଷ୍କାର ସୂତା କପ୍ଡ଼ା କିମ୍ବା ଷ୍ଟେନଲେସ୍ ଷ୍ଟିଲ୍ ଡବାରେ ରଖିବା ଉଚିତ୍।

ଆପଣ ସ୍ୱଚ୍ଛ କାଚର ବାସନ ମଧ୍ୟ ବ୍ୟବହାର କରିପାରିବେ।

ଯଦି କାଗଜ ବ୍ୟବହାର କରିବାକୁ ହିଁ ପଡ଼େ, ତେବେ କେବଳ ଖାଦ୍ୟ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଫୁଡ୍-ଗ୍ରେଡ୍ ପେପର ହିଁ ବ୍ୟବହାର କରନ୍ତୁ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)