ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ସ୍ୱାସ୍ଥ୍ୟ

କିଡନୀ ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି ୩ଟି ପ୍ରମୁଖ ସଙ୍କେତ

ନୂଆଦିଲ୍ଲୀ: ଭଲ ସ୍ୱାସ୍ଥ୍ୟ ପାଇଁ ସୁସ୍ଥ ଜୀବନଶୈଳୀ ଅତ୍ୟନ୍ତ ଜରୁରୀ ହୋଇଥିବାବେଳେ ଶରୀର ଦେଉଥିବା ବିଭିନ୍ନ ଛୋଟବଡ଼ ସଙ୍କେତ ପ୍ରତି ଧ୍ୟାନ ଦେବା ମଧ୍ୟ ନିହାତି ଆବଶ୍ୟକ। ଅନେକ ସମୟରେ ଗମ୍ଭୀର ରୋଗଗୁଡ଼ିକ ଶରୀରରେ ଆସିବା ପୂର୍ବରୁ ଆଶ୍ଚର୍ଯ୍ୟଜନକ ସଙ୍କେତ ଦେଇଥାଏ, ଯାହାକୁ ଅଣଦେଖା କରିବା ଦ୍ୱାରା ପରବର୍ତ୍ତୀ ସମୟରେ ବଡ଼ ବିପଦ ଘଟିଥାଏ। ସେଭଳି ଏକ ସାଂଘାତିକ ସ୍ୱାସ୍ଥ୍ୟ ସମସ୍ୟା ହେଉଛି କ୍ରୋନିକ୍ କିଡନୀ ଡିଜିଜ୍ ବା କିଡନୀ ଫେଲ୍‌ ହେବାର ସମସ୍ୟା।

ଡାକ୍ତରଙ୍କ କହିବାନୁଯାୟୀ, ଆମର କିଡନୀ ପ୍ରତିଦିନ ପ୍ରାୟ ୨୦୦ ଲିଟର ରକ୍ତ ଫିଲ୍ଟର୍ କରିଥାଏ। ଏହା ରକ୍ତରୁ ଅଳିଆ ପଦାର୍ଥ ବାହାର କରିବା, ଶରୀରରେ ଜଳର ମାତ୍ରା ସନ୍ତୁଳିତ ରଖିବା, ରକ୍ତଚାପ ନିୟନ୍ତ୍ରଣ କରିବା ଏବଂ ହାଡ଼ର ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହରମୋନ୍ ଉତ୍ପାଦନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ।

ତେବେ ୧୦ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି CKD ଅର୍ଥାତ୍ କ୍ରୋନିକ୍ କିଡନୀ ରୋଗରେ ପୀଡ଼ିତ ଥାଆନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଏହି ରୋଗ ଶରୀରରେ ଚୁପ୍‌ଚାପ୍ ବଢ଼ିଥାଏ ଏବଂ ଯେତେବେଳେ ଏହାର ଲକ୍ଷଣ ସାମ୍ନାକୁ ଆସେ, ସେତେବେଳକୁ କିଡନୀର କାର୍ଯ୍ୟକ୍ଷମତା ୩୦ ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ନଷ୍ଟ ହୋଇସାରିଥାଏ।

ରୋଗୀମାନେ ପ୍ରାୟତଃ ପ୍ରାରମ୍ଭିକ ସଙ୍କେତଗୁଡ଼ିକୁ ସାମାନ୍ୟ ମନେକରି ଏଡ଼ାଇ ଯାଆନ୍ତି, ଯାହା ପରେ ଏକ ଗମ୍ଭୀର ସମସ୍ୟାର ରୂପ ନିଏ। ତେଣୁ ଶରୀରରେ କୌଣସି ଅସ୍ୱାଭାବିକ ପରିବର୍ତ୍ତନ କିମ୍ବା ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ କିଡନୀ ସ୍କ୍ରିନିଂ କରାଇବା ଉଚିତ୍।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)