ଗୁରୁବାର, 10 ସେପ୍ଟେମ୍ବର 2026
English
ଲାଇଭ୍ ଅପଡେଟ୍ସ
06:10 PM ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ଅଟକ | 06:10 PM ଖରିଫ ଧାନ ପଞ୍ଜୀକରଣର ଜଟିଳ ନିୟମ, ଭାଗଚାଷୀଙ୍କ ପାଇଁ ବଢ଼ିଲା ସମସ୍ୟା | 06:10 PM ବଙ୍ଗୋପସାଗରରେ ନୂଆ ଲଘୁଚାପ, ଓଡ଼ିଶାରେ ପାଞ୍ଚଦିନ ପ୍ରବଳ ବର୍ଷା ଆଶଙ୍କା | 06:10 PM ସ୍ମାର୍ଟ କ୍ଲାସରୁମରେ ତାଲା, ମୋହନାରେ ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ | 06:10 PM ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ଅଟକ | 06:10 PM ଖରିଫ ଧାନ ପଞ୍ଜୀକରଣର ଜଟିଳ ନିୟମ, ଭାଗଚାଷୀଙ୍କ ପାଇଁ ବଢ଼ିଲା ସମସ୍ୟା | 06:10 PM ବଙ୍ଗୋପସାଗରରେ ନୂଆ ଲଘୁଚାପ, ଓଡ଼ିଶାରେ ପାଞ୍ଚଦିନ ପ୍ରବଳ ବର୍ଷା ଆଶଙ୍କା | 06:10 PM ସ୍ମାର୍ଟ କ୍ଲାସରୁମରେ ତାଲା, ମୋହନାରେ ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ | 06:10 PM ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେଡି ନେତାଙ୍କୁ ଅଟକ | 06:10 PM ଖରିଫ ଧାନ ପଞ୍ଜୀକରଣର ଜଟିଳ ନିୟମ, ଭାଗଚାଷୀଙ୍କ ପାଇଁ ବଢ଼ିଲା ସମସ୍ୟା | 06:10 PM ବଙ୍ଗୋପସାଗରରେ ନୂଆ ଲଘୁଚାପ, ଓଡ଼ିଶାରେ ପାଞ୍ଚଦିନ ପ୍ରବଳ ବର୍ଷା ଆଶଙ୍କା | 06:10 PM ସ୍ମାର୍ଟ କ୍ଲାସରୁମରେ ତାଲା, ମୋହନାରେ ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ
ଭାରତ

କୁକୁଡ଼ା ଟୋପରେ ଯନ୍ତାରେ ପଡ଼ିଲା କଲରାପତରିଆ, ୪ ମାସର ଆତଙ୍କରୁ ଗ୍ରାମବାସୀଙ୍କୁ ଆଶ୍ୱସ୍ତି

ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର କିଛି ଗାଁରେ ପ୍ରାୟ ଚାରି ମାସ ଧରି ଆତଙ୍କ ସୃଷ୍ଟି କରିଥିବା ଏକ କଲରାପତରିଆ ଶେଷରେ ଯନ୍ତାରେ ଧରାପଡ଼ିଛି। କୁକୁଡ଼ାକୁ ଟୋପ ଭାବେ ବ୍ୟବହାର କରି ବନ ବିଭାଗ ଲଗାଇଥିବା ପିଞ୍ଜରାରେ ଏହା ପଶିଥିଲା।

ରିପୋର୍ଟ ଅନୁସାରେ, ଖାରଖେଡ଼ି, କାକୋଡ଼ା ଓ ଆମ୍ବାଖେଡ଼ା ଅଞ୍ଚଳରେ ଗୃହପାଳିତ ପଶୁଙ୍କୁ ଶିକାର କରିବା ସହ ଚାଷଜମିରେ ଲୋକଙ୍କ ନିକଟକୁ ଆସୁଥିବାରୁ ଭୟର ପରିବେଶ ଥିଲା। ଗ୍ରାମବାସୀଙ୍କ ଅଭିଯୋଗ ପରେ ପ୍ରାୟ ଚାରି ଦିନ ତଳେ ଯନ୍ତା ବସାଯାଇଥିଲା।

କଲରାପତରିଆ ଧରାପଡ଼ିବା ପରେ ବନ ବିଭାଗର ଉଦ୍ଧାରକାରୀ ଦଳ ଏହାକୁ ସୁରକ୍ଷିତ ଭାବେ ନେଇଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜନବସତିଠାରୁ ଦୂର ଏକ ସୁରକ୍ଷିତ ଘନ ଜଙ୍ଗଲରେ ଛାଡ଼ିବାକୁ ପଦକ୍ଷେପ ନିଆଯାଇଛି।

ସୂତ୍ର

Argus News

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)