ବିଜ୍ଞାପନ ସ୍ଥାନ (୭୨୮ x ୯୦)
ଲାଇଭ୍ ଅପଡେଟ୍ସ
12:16 PM ଆସୁଛି ପୂର୍ଣ୍ଣ ସୂର୍ଯ୍ୟପରାଗ, ଆକାଶରେ ଦିଶିବ ଦୁର୍ଲଭ ଦୃଶ୍ୟ | 12:16 PM ୨୦୨୫ର ଫୁଡ୍ ଟ୍ରେଣ୍ଡ: ୯.୩ କୋଟି ଅର୍ଡର୍ ସହ ବିରିୟାନି ନମ୍ବର-୧ | 12:16 PM ହାତ ଧରି ଇଭେଣ୍ଟରୁ ବାହାରିଲେ ଶେହନାଜ-ରାଘବ, ଭିଡିଓ ଭାଇରାଲ୍ | 12:15 PM ଲଦାଖ ସିନ୍ଧୁ ଦର୍ଶନ ଯାତ୍ରା ପାଇଁ ମିଳିବ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା | 12:16 PM ଆସୁଛି ପୂର୍ଣ୍ଣ ସୂର୍ଯ୍ୟପରାଗ, ଆକାଶରେ ଦିଶିବ ଦୁର୍ଲଭ ଦୃଶ୍ୟ | 12:16 PM ୨୦୨୫ର ଫୁଡ୍ ଟ୍ରେଣ୍ଡ: ୯.୩ କୋଟି ଅର୍ଡର୍ ସହ ବିରିୟାନି ନମ୍ବର-୧ | 12:16 PM ହାତ ଧରି ଇଭେଣ୍ଟରୁ ବାହାରିଲେ ଶେହନାଜ-ରାଘବ, ଭିଡିଓ ଭାଇରାଲ୍ | 12:15 PM ଲଦାଖ ସିନ୍ଧୁ ଦର୍ଶନ ଯାତ୍ରା ପାଇଁ ମିଳିବ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା | 12:16 PM ଆସୁଛି ପୂର୍ଣ୍ଣ ସୂର୍ଯ୍ୟପରାଗ, ଆକାଶରେ ଦିଶିବ ଦୁର୍ଲଭ ଦୃଶ୍ୟ | 12:16 PM ୨୦୨୫ର ଫୁଡ୍ ଟ୍ରେଣ୍ଡ: ୯.୩ କୋଟି ଅର୍ଡର୍ ସହ ବିରିୟାନି ନମ୍ବର-୧ | 12:16 PM ହାତ ଧରି ଇଭେଣ୍ଟରୁ ବାହାରିଲେ ଶେହନାଜ-ରାଘବ, ଭିଡିଓ ଭାଇରାଲ୍ | 12:15 PM ଲଦାଖ ସିନ୍ଧୁ ଦର୍ଶନ ଯାତ୍ରା ପାଇଁ ମିଳିବ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା
ଓଡ଼ିଶା

ଜ୍ୱରରୁ ସୁସ୍ଥ ହେଲେ ଶ୍ରୀଜିଉ, ମଙ୍ଗଳବାର ନବଯୌବନ ଦର୍ଶନ

ପୁରୀ: ଅଣସର ଘରେ ଗୁପ୍ତ ସେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସୁସ୍ଥ ହୋଇଥିବା ସୂଚନା ମିଳିଛି। ପରମ୍ପରା ଅନୁଯାୟୀ ରାଜବୈଦ୍ୟଙ୍କ ଦଶମୂଳ ଔଷଧ ଓ ଦଇତାପତି ସେବାୟତଙ୍କ ବିଶେଷ ସେବା ପରେ ଶ୍ରୀବିଗ୍ରହ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ।

ମଙ୍ଗଳବାର ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଓ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି। ଦୀର୍ଘଦିନ ପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ରୂପ ଦର୍ଶନ ପାଇଁ ପୁରୀରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି।

ମୁଖ୍ୟ ଭିଡିଓ ଲାଇଭ୍ ଖୋଜନ୍ତୁ